66 ଏ ବିସଇନେଇ କରି ତମେ କାଇଟା ବାବ୍ଲାସ୍ନି ?” ସେମନ୍ ସବୁ ଲକ୍ କଇଲାଇ, “ସେ ଦସ୍ କରିଆଚେ, ମରନ୍ ଡଣ୍ଡ୍ ପାଇବାର୍ ଦର୍କାର୍ ଆକା ।”
ଜିଉଦି ନେତାମନ୍ ତାକେ କଇଲାଇ, “ଆମର୍ ଗଟେକ୍ ନିୟମ୍ ଆଚେ । ସେ ନିୟମ୍ ଇସାବେ ଏ ମର୍ବାର୍ ଆଚେ ଆକା । କାଇକେ ବଇଲେ ସେ ନିଜେ ମୁଇ ପର୍ମେସରର୍ ପିଲା ବଲି ଦାବି କଲାଆଚେ ।”
ତମର୍ ଆନିଦାଦିମନ୍ ବବିସତ୍ବକ୍ତାମନ୍କେ ନ ସାଦିକରି ଚାଡିରଇଲାଇ କି ? ମସିଅ ଆଇସି ବଲି କେତେ କେତେ ବରସ୍ ଆଗ୍ତୁ ଜାନାଇବା ପର୍ମେସରର୍ କାତାଜାନାଉମନ୍କେ ମରାଇଲାଇ । ଏବେ ତମେ ତାକେ ବିସ୍ବାସେ ବିସ୍ ଦେଲାପାରା କରି ମରାଇଆଚାସ୍ ।
ତମେ ଦସ୍ ନ କଲା ଲକ୍ମନ୍କେ ଦସି ବଲିକରି ମାରି ମରାଇଆଚାସ୍ । ଏଲେମିସା ସେମନ୍ ତମ୍କେ ଅଟ୍କାଅତ୍ ନାଇ ।