52 ଜିସୁ ତାକେ କଇଲା, “ତର୍ କାଣ୍ଡା ପୁରାଇକରି ସଙ୍ଗ । ଜନ୍ ଲକ୍ମନ୍ କାଣ୍ଡା ଉଟାଇବାଇ, ସେମନ୍ କାଣ୍ଡାଇସେ ମର୍ବାଇ ।
ମାତର୍ ମୁଇ ତମ୍କେ କଇଲିନି, ତମର୍ ବିରଦେ କେ ଅନିଆଇ କାମ୍ କଲେ, ତାକେ ସୁଜାଇବାକେ ଚେସ୍ଟା କରା ନାଇ, ଜେ ତମର୍ ଉଜା ଗାଲେ ଚାପଡ୍ ମାର୍ସି, ତାକେ ଆରି ଗଟେକ୍ ଚାପ୍ଡା ମାର୍ବାକେ ଡେବ୍ରି ଗାଲ୍ ମିସା ଦେକାଇ ଦିଆସ୍ ।
ମର୍ ଆଲାଦର୍ ବାଇବଇନିମନ୍, ଜଦି କେ ତମ୍କେ ଅନିଆଇ କଲେ, ତମେ ବେର୍ ଦାରାନାଇ, କାଇକେବଇଲେ, ପର୍ମେସର୍ସେ ଡଣ୍ଡ୍ ଦେଇସି । କାଇକେ ବଇଲେ ସାସ୍ତରେ ଲେକା ଆଚେ । ମାପ୍ରୁ କଇଲାନି, “ମୁଇ ବେର୍ ଦାର୍ବି । ମୁଇ ଡଣ୍ଡ୍ ଦେବି ।”
ଜାଗର୍ତା, କେ ମିସା କାର୍ଆଲେ ଅନିଆଇର୍ ବାଦୁଲେ ଅନିଆଇ ନ କରା । ତାର୍ ବାଦୁଲେ ନିଜର୍ ନିଜର୍ ବିତ୍ରେ ଆରି ସବୁଲକର୍ ପାଇ ସବୁବେଲେ ମଙ୍ଗଲ୍ କର୍ବାକେ ଚେସ୍ଟା କରା ।
ତମର୍ ବିରୁଦେ କେ କାରାପ୍ କାମ୍ କଲେ ତାକେ ବେର୍ଦାରି ରୁଆନାଇ । ନିନ୍ଦାକାତା କଇଲେ ଟଣ୍ଡ୍ ଲାଗାଆ ନାଇ । ତାର୍ ବାଦୁଲେ ପର୍ମେସର୍ ସେମନ୍କେ ଦୟା ଦେକାଇବାକେ ପାର୍ତନା କରା । କାଇକେବଇଲେ ସେ ତମ୍କେ ଡାକ୍ଲାବେଲେ ମୁଇ ତମ୍କେ ଆସିର୍ବାଦ୍ କର୍ବି । ବଲି କାତା ଦେଇରଇଲା ।
ପର୍ମେସରର୍ ଜଜ୍ନା ଇସାବେ ଜାର୍ କର୍ମେ ବନ୍ଦିଗରେ ରଇବାର୍ ଆଚେ, ସେ ବନ୍ଦିଗରେ ଜାଇସି । ପର୍ମେସରର୍ ଜଜ୍ନା ଇସାବେ ଜାର୍ କର୍ମେ କାଣ୍ଡାସଙ୍ଗ୍ ମର୍ବାର୍ଆଚେ, ସେ କାଣ୍ଡାସଙ୍ଗ୍ ମାରାଇଅଇସି । ମାତର୍ ପର୍ମେସରର୍ ଲକ୍ ବିସ୍ବାସ୍ ଦାରି ମୁର୍ଚିକରି ରଇବାର୍ଆଚେ ।
ପର୍ମେସର୍ ଲକ୍ମନର୍ ଆରି ବବିସତ୍ବକ୍ତାମନର୍ ବନି ଡାଲିଦେଲାଇ । ତେବର୍ପାଇ ତମେ ସେମନ୍କେ କାଇବାକେ ବନି ଦେଇଆଚାସ୍ । ସେମନ୍ କରିରଇବା କାମର୍ ପଲ୍ ସେମନ୍ ଆକା ପାଇଲାଇ ଆଚତ୍ ।”