51 ଜିସୁର୍ ବାଟର୍ ଗଟେକ୍ ଲକ୍ ତାର୍ ନିଜର୍ କାଣ୍ଡା ବାର୍କରାଇ ମୁକିଅ ପୁଜାରିର୍ ଗତିଦାଙ୍ଗ୍ଡାକେ ମାର୍ଲା । ସେ ଲକର୍ କାନ୍ ଚିଡି ଗାଲା ।
ପିତର୍ କଇଲା, “ଜଦି ମୁଇ ତମର୍ ସଙ୍ଗ୍ ମର୍ବାର୍ ରଇଲେ ମିସା, ମୁଇ ତମ୍କେ କେବେ ନାଜାନି ବଲି ନ କଇ ।” ବିନ୍ ସିସ୍ମନ୍ ମିସା ସେନ୍ତାର୍ କଇଲାଇ ।
ସେ ଲଗେ ଟିଆଅଇରଇଲା ଜିସୁର୍ ଗଟେକ୍ ସିସ୍ ତାର୍ କାଣ୍ଡା ବେଟି ମୁକିଅ ପୁଜାରିର୍ ଗତି ଦାଙ୍ଗ୍ଡାର୍ ଉଜା କାନ୍ କାଟିଦେଲା ।
ମାତର୍ ଜିସୁ ବୁଲିକରି ସେମନ୍କେ ଦମ୍କାଇକରି କଇଲା, “ତମେମନ୍ କେନ୍ତାରି ଆତ୍ମାର୍ ଲକ୍, ଏଟା ନାଜାନାସ୍ । ମାପ୍ରୁ ପାଟାଇରଇବା ନର୍ପିଲା ମୁଇ ମୁନୁସ୍ମନର୍ ଜିବନ୍ ନାସ୍ କର୍ବାକେ ନ ଆସି, ରକିଆ କର୍ବାକେ ଆସିଆଚେ ।”
ଜିସୁ କଇଲା “ମର୍ ରାଇଜ୍ ଏ ଦୁନିଆର୍ ରାଇଜ୍ପାରା ନଏଁ । ଜଦି ମର୍ ରାଇଜ୍ ଏ ଦୁନିଆର୍ ରାଇଜ୍ ପାରା ଅଇତା, ସେନ୍ତାର୍ଆଲେ ମର୍ ସିସ୍ମନ୍ ମର୍ବାଟେ ଅଇ ଜୁଇଦ୍ କର୍ତାଇ । ଆରି ମକେ ଜିଉଦି ନେତାମନର୍ ଟାନେ ସର୍ପି ନ ଦେଇତାଇ । ମାତର୍ ମର୍ ରାଇଜ୍ ଏ ଦୁନିଆର୍ ରାଇଜ୍ପାରା ନଏଁ ।”
ଜନ୍ ଆତ୍ ଆତିଆର୍ ସଙ୍ଗ୍ ଆମେ ଜୁଜ୍ଲୁନି, ସେଟା ଲକ୍ମନର୍ଟାନେଅନି ଆସେନାଇ, ମାତର୍ ସେଟା ବେସି ବପୁର୍ ସଙ୍ଗ୍ ରଇବା ପର୍ମେସରର୍ ଟାନେଅନି ଆଇସି । ଏ ବପୁ ସଙ୍ଗ୍ ପର୍ମେସରର୍ ବିରୁଦେ ତାର୍ ସତ୍ରୁମନ୍ ଉଟାଇରଇବା ଡାଁଟର୍ କତି ଜାକ ଆରି ଲକ୍ମନର୍ ମନ୍ ବିତ୍ରେ ଦଦାପେଲା ଅଇବା ଚିନ୍ତା ସବୁ ଆମେ ଆରାଇପାର୍ବୁ ।