4 ସେମନ୍ କେ ନାଜାନ୍ଲାପାରା ଜିସୁକେ ଦାରି ମରାଇବାକେ ପାଁଚ୍ନା କଲାଇ ।
ତାର୍ପଚେ ପାରୁସିମନ୍ ସେ ଜାଗାଇଅନି ବାରଇ ଉଟିଜାଇ ଜିସୁକେ ମରାଇବାକେ ଜଜ୍ନା କଲାଇ ।
ଏଇ ସାଁପ୍ମନ୍ ! ବିସ୍ରଇବା ସାଁପର୍ କୁଟୁମର୍ ପାରା ଲକ୍ମନ୍, ତମେ କେନ୍ତି ନରକର୍ ଡଣ୍ଡେଅନି ରକିଆ ମିଲ୍ସି ବଲି ଆସା କଲାସ୍ନି ?
ନିସ୍ତାର୍ ପରବ୍ ଆରି କମିର୍ ନ ମିସାଇ ରୁଟି କାଇବା ପରବ୍ ଅଇବାକେ ଆରି ଦୁଇଦିନ୍ ବାକିରଇଲା । ସେବେଲେ ମୁକିଅ ପୁଜାରିମନ୍ ଆରି ନିୟମ୍ ସିକାଉମନ୍ କେ ନାଜାନ୍ତେ ଜିସୁକେ କେନ୍ତି ବନ୍ଦିକରି ମରାଇଅଇସି ବଲିକରି ବୁଦି ପାଁଚ୍ତେରଇଲାଇ ।
ତେବର୍ପାଇ ସେ ଦିନେଅନି ଜିଉଦିନେତାମନ୍ ଜିସୁକେ ମରାଇବାକେ ପାଁଚ୍ନା କଲାଇ ।
ଆରି କଇଲା, “ଏ ସଇତାନର୍ ପିଲା ! ତୁଇ, ସବୁ ନିମାନ୍ ବିସଇ ବିରଦ୍ କଲାସ୍ନି । ତୁଇ ସବୁ ରକାମର୍ କରାପ୍ କାମେ ପୁରୁନ୍ ଅଇ ଆଚୁସ୍ ଆରି ସବୁବେଲେ ପର୍ମେସରର୍ କାମ୍ ମିଚ୍ ବଲି ଦେକାଇବାକେ ଚେସ୍ଟା କଲୁସ୍ନି ।
ସେ ଆମର୍ ଆନିଦାଦିମନ୍କେ ବେସି ନାଡାଇଲା । ଆରି ବେସି ଅଇରାନ୍ କଲା । ସେମନର୍ କଅଁଲା ପିଲାମନ୍କେ ନିପାତ୍ କରି ବାଇରେ ପିଙ୍ଗି ଦେବାକେ ଆଦେସ୍ ଦେଲା ।
ମୁଇ ତମର୍ ବିସଇନେଇ ବାବି ବାବି ଆଚି । କେଡେବେଲେ ତମର୍ ମନର୍ ଚିନ୍ତା କିରିସ୍ଟତେଇ ଅନି ବିନ୍ ବାଟେ ଜାଇସି ଆରି ତାର୍ପାଇ ରଇବା ତମର୍ ଆଲାଦ୍ ପୁରାପୁରୁନ୍ ମନ୍ ସଙ୍ଗ୍ ନ ରଏ । ଅବା ପାରା ତମେ ନାଡାଇଅଇସା ମିସା । ଜେନ୍ତିକି ସେ ଗଟେକ୍ ଚତୁର୍ ସାଁପର୍ କାତା ଦାରି ନାଡାଇଅଇଲା ।