34 ଜିସୁ ପିତର୍କେ କଇଲା, “ମୁଇ ସତ୍ କଇଲିନି ଆଜି ରାତି କୁକ୍ଡା ନ ଡାକ୍ତେ, ତୁଇ ମକେ ତିନ୍ ତର୍ ନାଜାନି ବଲି କଇସୁ ।”
ପିତର୍ ଜିସୁକେ କଇଲା, “ତମ୍କେ ବିନ୍ ଲକ୍ମନ୍ ସବୁ ଚାଡିକରି ଉଟିଗାଲେ ମିସା ମୁଇ ଚାଡି ନ ଜାଇ ।”
ଆରି ଜିସୁ ଜନ୍ ଜନ୍ କାତା କଇରଇଲା, କୁକ୍ଡା ନ ଡାକ୍ତେ ତୁଇ ମକେ ତିନ୍ ତର୍ ନାଜାନି ବଲି କଇସୁ । ସେ ସବୁ ପିତର୍ ଏତାଇଲା ଆରି ସେ ବାଇରେ ଜାଇ ବେସି ଦୁକ୍ ଅଇ କାନ୍ଦ୍ଲା ।
ପିତର୍ ଏ କାତା କଇଲା ଦାପ୍ରେ କୁକ୍ଡା ଦୁଇତର୍ ଡାକ୍ଲା । ଜିସୁ କଇରଇବା ସବୁ କାତା ପିତର୍ ଏତାଇଲା । ଜିସୁ କଇରଇଲା, କୁକ୍ଡା ଦୁଇତର୍ ଡାକ୍ବା ଆଗ୍ତୁ ତୁଇ ମକେ ତିନ୍ ତର୍ ନାଜାନି ବଲିକରି କଇସାରାଇରଇସୁ ବଲି । ତାର୍ପଚେ ପିତର୍ ବେସି ଦୁକ୍କରି କାନ୍ଦ୍ବାର୍ ଦାର୍ଲା ।
ତାର୍ ପଚେ ଜିସୁ କଇଲା, “ଏ ପିତର୍ ମୁଇ ତକେ କଇଲିନି, ତୁଇ ଏବେ ଏନ୍ତି କଇଲୁସ୍ନି, ମାତର୍ ଆଜି ରାତି କୁକ୍ଡା ନ ଡାକ୍ବା ଆଗ୍ତୁ ମକେ ତିନ୍ତର୍ ନାଜାନି ବଲି କଇସୁ ।”
ସେବେଲେ ଜିସୁମାପ୍ରୁ ପିତର୍କେ ପାସ୍ଲି ନିମାନ୍ କରି ଦେକ୍ଲା । ଜିସୁ ଆଗ୍ତୁ କଇଲା କାତା ସେ ଏତାଇଲା । ସେ ତାକେ କଇରଇଲା ତୁଇ ମକେ ଆଜି କୁକ୍ଡା ଡାକ୍ବା ଆଗ୍ତୁ ତିନ୍ତର୍ ନାଜାନି, ବଲି କଇସୁ ।
ଜିସୁ ତାକେ କଇଲା, “ତୁଇ କାଇକେ ମର୍ପାଇ ମର୍ସୁ ? ମୁଇ ତକେ ସତ୍ କାତା କଇଲିନି କୁକୁଡା ନ ଡାକ୍ତେ ତୁଇ ମକେ ତିନ୍ ତର୍ ନାଜାନି ବଲି କଇସୁ ।”