31 ସେବେଲେ ଜିସୁ ସେମନ୍କେ କଇଲା, “ଆଜି ରାତି ତମେ ସବୁ ଲକ୍ ମକେ ଚାଡିକରି ଉଟିଜାଇସା । ସାସ୍ତର୍ କଇଲାନି, ମୁଇ ମେଣ୍ଡା ଚାରାଉକେ ମରାଇବି ଆରି ମେଣ୍ଡାମନ୍ ଚିନ୍ବିନ୍ ଅଇଜିବାଇ ।
ଜେ ମର୍ ବିସଇ ନେଇକରି, ‘ସେ କି ନଏଁ ଆଲେ’ ବଲି ନ ବାବେ, ସେ କେଡେ ନିକ କରମର୍ ଲକ୍ । ଜେ ମକେ ନାମ୍ସି ଆରି ମକେ ସବୁ ବେଲା ବିସ୍ବାସ୍ କର୍ସି ତାକେ ପର୍ମେସର୍ ଆସିର୍ବାଦ୍ କର୍ସି ।” ବଲି କଇଲା ।
ସାସ୍ତରର୍ ଲେକା ଇସାବେ ମୁନୁସ୍ପିଲା ମୁଇ ମରିଜିବି, ମାତର୍ ଜେ ମକେ ଦାରାଇ ଦେଇସି, ତାର୍ ଦସା କେଡେ ଇନସ୍ତା ଅଇସି ! ସେ ଜନମ୍ ନ ଅଇରଇଲେ ନିକ ଅଇତା ।
ଜାଇଟା ଅବେ, ବବିସତ୍ବକ୍ତାମନ୍ ସାସ୍ତରେ ଜାଇଟା ଲେକ୍ଲାଇ ଆଚତ୍, ସେ ସବୁ ସିଦ୍ ଅଇବାକେ ଏଟା ଗଟ୍ଲା ।” ସେଡ୍କିବେଲେ ସିସ୍ମନ୍ ସବୁଲକ୍ ଜିସୁକେ ଚାଡି ପାଲାଇଲାଇ ।
ଦେକା, ଏନ୍ତି ବେଲା ଆଇଲାନି, ଉଁ ସେ ବେଲା କେଟ୍ଲା ଆଚେ, ତମେ ମକେ ଗଟେକ୍ ଲକ୍କେ ଚାଡି, ଏନେ ତେନେ ଅଇକରି ନିଜର୍ ନିଜର୍ ଗରେ ଉଟିପାଲାଇସା । ଏଲେମିସା ମୁଇ ଗଟେକ୍ ଲକ୍ ନାଇ, ସବୁବେଲା ମର୍ ସଙ୍ଗ୍ ବାବା ଆଚେ ।