26 ସେମନ୍ କାଇବା ବେଲେ ଜିସୁ ଗଟେକ୍ ରୁଟି ଦାରି ପର୍ମେସର୍କେ ଦନିଅବାଦ୍ ଦେଲା, ଆରି ସେଟା ବାଙ୍ଗାଇ ସିସ୍ମନ୍କେ ଦେଇ କଇଲା, “ଏଟା ମର୍ ଗାଗଡ୍ । ନିଆ ଆରି କାଆ ।”
ଜିସୁ ସବୁଲକ୍କେ ଗାଁସ୍ ଉପ୍ରେ ବସାଇବାକେ କଇଲା । ସେ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି ସରଗ୍ବାଟେ ଦେକି ପର୍ମେସର୍କେ ଦନିଅବାଦ୍ ଦେଲା, ଆରି ରୁଟି ବାଙ୍ଗାଇ କରି ସିସ୍ମନ୍କେ ଦେଲା । ସିସ୍ମନ୍ ସବୁଲକ୍କେ ବାଟାକରି ଦେଲାଇ ।
ତାର୍ପଚେ ଅଙ୍ଗୁର୍ରସ୍ ରଇଲା ମୁତା ଦାରି ପର୍ମେସର୍କେ ଦନିଅବାଦ୍ ଦେଲା ଆରି ତାର୍ ସିସ୍ମନ୍କେ କଇଲା, “ତମେ ସବୁ ଲକ୍ ଏ ମୁତାର୍ଟା କାଆ ।
ପଚେ ଜିସୁ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି ସରଗ୍ ବାଟେ ଦେକି ପର୍ମେସର୍କେ ଦନିଅବାଦ୍ ଦେଲା, ଆରି “ରୁଟି ବାଙ୍ଗାଇ ଲକ୍ମନ୍କେ ଦିଆସ୍ ।” ବଲି ସିସ୍ମନ୍କେ ଦେଲା । ଆରି, ସେ ଦୁଇଟା ମାଚ୍ ସବୁକେ ବାଟାକରି ଦେଲା ।
ଆରି ସେ ଅଙ୍ଗୁର୍ ରସ୍ ଦାରି ପର୍ମେସର୍କେ ଜୁଆର୍ କରି କଇଲା, “ଏଟା ନେଇ ତମର୍ ନିଜର୍ ନିଜର୍ ବିତ୍ରେ ବାଟା କରା ।
ଆରି ସେମନର୍ ସଙ୍ଗ୍ କାଇବାକେ ବସ୍ଲା । ରୁଟି ଦାରି ପର୍ମେସର୍କେ ଦନିଅବାଦ୍ ଦେଇକରି ସେଟା ବାଙ୍ଗାଇକରି ସେମନ୍କେ ଦେଲା ।
ସବୁଦିନ୍ ପାର୍ତନା କର୍ବା ମନ୍ଦିରେ ଗଟେକ୍ ଦଲ୍ଅଇ ମିସ୍ତେରଇଲାଇ । ଗରେ ଗରେ ମିସିବିଡି କାଇତେରଇଲାଇ । ସାର୍ଦାସଙ୍ଗ୍ ରଇକରି, ମନେ କାଇଟା ନ ବାବି ଦିଆନିଆ ଅଇତେରଇଲାଇ ।
ଆଟର୍ ପର୍ତୁମ୍ ଦିନର୍ ସଞ୍ଜ୍ବେଲାଇ ଆମେ ସବୁଲକ୍ ମିସି କାଇବାକେ ରୁଣ୍ଡ୍ଲୁ । ପାଉଲ୍ ଲକ୍ମନ୍କେ ମଜାରାତି ଜାକ ଉପ୍ଦେସ୍ ଦେଲା । କାଇକେବଇଲେ ତାର୍ ଆର୍କର୍ ଦିନେ ସେ ଜାଗା ଚାଡି ଜିବାର୍ ରଇଲା ।
ଆରି ସେ ପାକ୍ନାଇ ଅନି ଆଇବା ପାନି କାଇଲାଇ । ସେ ପାକ୍ନା ଅଇଲାନି କିରିସ୍ଟ ।