25 ବିସ୍ବାସେ ବିସ୍ ଦେଉ ଜିଉଦା ଉଟି ପାଚାର୍ଲା, “ଗୁରୁ ତମେ ମକେ ଦେକାଇକରି କୁଆସ୍ନାଇ ତ ?” ଜିସୁ ତାକେ କଇଲା, “ସେଟା ତୁଇସେ କଇଲୁସ୍ନି ।”
ଆଟେ ବାଟେ ଆରି ଦୁକାନେ ଲକ୍ମନ୍ ସେମନ୍କେ ମାନିକରି ଜୁଆର୍ କରତ୍ ଆରି ‘ଗୁରୁ’ ବଲି ଡାକତ୍, ଏନ୍ତାରି ସେମନ୍ ମନ୍ କର୍ବାଇ ।
ମାତର୍ ତମ୍କେ କେ ଗୁରୁ ବଲି ଡାକ୍ବାର୍ ଦର୍କାର୍ ନାଇ । କାଇକେ ବଇଲେ ସବୁ ଲକ୍ ନିଜର୍ ନିଜର୍ ବିତ୍ରେ ବାଇ, ଆରି ତମର୍ ଗୁରୁ ଗଟେକ୍ ସେ ।
ଜିସୁର୍ ବାର୍ଟା ସିସ୍ମନର୍ ବିତ୍ରେଅନି ଇସ୍କାରିୟତ୍ ଜିଉଦା ନାଉଁର୍ ଗଟେକ୍ ସିସ୍ ମୁକିଅ ପୁଜାରିମନର୍ ଲଗେ ଜାଇ ପାଚାର୍ଲା ।
ଜିଉଦା ସଲ୍କେ ଜିସୁର୍ଲଗେ ଜାଇ ତାକେ “ଏ ଗୁରୁ ଜୁଆର୍ !” ବଲିକରି ଚୁମ୍ଲା ।
ଜିସୁ କଇଲା, “ତୁଇ ସମାନ୍ କାତା କଇଆଚୁସ୍ । ମାତର୍ ମୁଇ ତମ୍କେ ସବୁ ଲକ୍କେ କଇଲିନି, ପର୍ମେସର୍ ପାଟାଇଲା ନର୍ପିଲା ମୁଇ, ଦାପ୍ରେ ସେ ସବୁର୍ ଉପ୍ରର୍ ମାପ୍ରୁର୍ ଉଜା ବାଟେ ବସ୍ବାକେ ଗାଲିନି, ଆରି ମକେ ତମେ ସର୍ଗେଅନି ବାଦଲ୍ ସଙ୍ଗ୍ ଉତ୍ରି ଆଇବାଟା ଦେକ୍ସା ।”
ଜିସୁର୍ ମୁଆଟେ ଦେକି ରମ୍ ରାଇଜର୍ ସାସନ୍କାରିଆ ପିଲାତ ପାଚାର୍ଲା, “ତୁଇ କାଇ ଜିଉଦି ମନର୍ ରାଜା କି ?” ଜିସୁ ତାକେ କଇଲା, ତୁଇ ସେଟା କଇଲୁସ୍ନି ।
ସେ କାତା ସୁନି ଗୁଲାଇ ଲକ୍ମନ୍ ଆଉଲିଅଇ ଜିସୁକେ ପାଚାର୍ଲାଇ, “ଏନ୍ତି ବଇଲେ ତୁଇକାଇ ପର୍ମେସରର୍ ପିଲା କି ?” ଜିସୁ ସେମନ୍କେ କଇଲା “ମୁଇସେ ବଲି ତମେ କଇଲାସ୍ନି ।”
ସେବେଲେ ପିଲାତ୍ ତାକେ ପାଚାର୍ଲା, “ଏନ୍ତି ବଇଲେ ତୁଇ କାଇ ଗଟେକ୍ ରାଜା ନଉଁସ୍ କି ?” ଜିସୁ କଇଲା, “ତୁଇସେ ମକେ ରାଜା ବଲି କଇଲୁସ୍ନି । ମୁଇ ସତ୍ ବାଟେ ସାକି ଦେବାକେ ଆକା ଜନମ୍ କରି, ଏ ଦୁନିଆଇ ଆସିଆଚି । ଜନ୍ଲକ୍ମନ୍ ସତ୍ କଜ୍ଲାଇନି, ସେମନ୍ସେ ମର୍ କାତା ସୁନ୍ବାଇ ।”
ଏତ୍କି ବିତ୍ରେ ସିସ୍ମନ୍ ଜିସୁକେ “ଏ ଗୁରୁ କାଇଟା ଆଲେ ଅଲପ୍ କାଆ ।” ବଲି ବାବୁଜିଆ କଲାଇ ।