23 ଜିସୁ କଇଲା, “ଜନ୍ ଲକ୍କି ମର୍ସଙ୍ଗ୍ ଗିନାତେଇ ରୁଟି ଚବାଲ୍ଲା, ସେ ଆକା ।” ସେ ମକେ ବିସ୍ବାସେ ବିସ୍ ଦେଲାପାରା କର୍ସି ।
ଏ କାତା ସୁନି ସିସ୍ମନ୍ କାବା ଅଇଗାଲାଇ । ଆରି ଗଟେକ୍ ଗଟେକ୍ ଲକ୍ ଜିସୁକେ ପାଚାର୍ଲାଇ “ମାପ୍ରୁ ସେ ଲକ୍ ମୁଇ କି ?”
“ମାତର୍ ଦେକା ଇତି ମର୍ସଙ୍ଗ୍ ବସି କାଇବା ଗଟେକ୍ ଲକ୍ସେ ବିରଦି ଲକ୍ମନର୍ ଆତେ ମକେ ଦାରାଇ ଦେଇସି ।
ମୁଇ ତମର୍ ସବୁ ଲକର୍ ବିସଇ ନେଇକରି କଇନାଇ, ଜନ୍ ଲକ୍ମନ୍କେ ବାଚି ଆଚି, ସେମନ୍ କେନ୍ତି ବଲି ଜାନିଆଚି । ମାତର୍ ସାସ୍ତରେ ଲେକା ଅଇଲା କାତା ସିଦ୍ ଅଇବାକେ ଏନ୍ତି ଗଟ୍ନା ଅଇଲାନି । ସାସ୍ତରେ ଲେକା ଅଇଲା ଆଚେ ଜେ ମର୍ ସଙ୍ଗ୍ କାଇଲାନି ସେ ମର୍ ବିରଦେ ଉଟ୍ସି ।