2 “ନିସ୍ତାର୍ ପରବ୍ ଅଇବାକେ ଆରି ଦୁଇ ଦିନ୍ ଆଚେ । ସେଟା ତମେ ଜାନାସ୍ । ସେଡ୍କିବେଲେ ନର୍ପିଲା ମୁଇ କୁର୍ସେ ମର୍ବାକେ ଲକ୍ମନ୍କେ ସର୍ପି ଅଇବି ।”
କିଣାନିୟ ସିମନ୍ ଜେ କି ଇସ୍ରାଏଲ୍ ଲକ୍ମନର୍ ମୁକ୍ତିର୍ ପାଇ ଚେସ୍ଟା କର୍ତେରଇଲା । ଆରି ଇସ୍କାରିୟତ୍ ଜିଉଦା, ଜେ ଜିସୁକେ ସତ୍ରୁମନ୍କେ ସର୍ପିଦେଇ ରଇଲା ।
ସିସ୍ମନ୍ ଗାଲିଲିତେଇ ରୁଣ୍ଡ୍ଲା ପଚେ ଜିସୁ ସେମନ୍କେ କଇଲା, “ନର୍ପିଲା ମୁଇ ଲକ୍ମନ୍କେ ସର୍ପି ଅଇବାର୍ ଗାଲିନି ।
“ଗଟେକ୍ କାଇ ଦସ୍ ନ ରଇଲା ଲକ୍କେ ମୁଇ ବିସ୍ବାସେ ବିସ୍ ଦେଲାପାରା କରି ବଡ୍ ପାପ୍ କରିଆଚି ।” ସେମନ୍ କଇଲାଇ, “ତେଇ ଆମର୍ କାଇଟା ଆଚେ ? ସେଟା ତର୍ ନିଜର୍ କାତା ।”
ସେବେଲା ଜିସୁ ସେମନ୍କେ କଇଲା, “ମୁଇ ଦୁକ୍ କସ୍ଟ ପାଇବା ଆଗ୍ତୁ ନିସ୍ତାର୍ ପରବ୍ ତମର୍ସଙ୍ଗ୍ ମିସ୍ତେ କର୍ବାକେ ବେସି ମନ୍ କରିରଇଲି ।
ଜିଉଦିମନର୍ ନିସ୍ତାର୍ ପରବ୍ କେଟିଆଇଲା । ସେ ପରବ୍ ଅଇବା ଆଗ୍ତୁ ନିଜେ ନିଜେ ସୁକଲ୍ ଅଇବାକେ ଗୁଲାଇ ରାଇଜର୍ ଲକ୍ମନ୍ ନିସ୍ତାର୍ ପରବ୍ ଆଗ୍ତୁ ଜିରୁସାଲାମ୍ ଜିବାକେ ବାଟ୍ଦାର୍ଲାଇ ।
ଏତ୍କି ବିତ୍ରେ ଜିସୁ ନିସ୍ତାର୍ ପରବ୍ ଅଇବାକେ ଚ ଦିନର୍ ଆଗ୍ତୁ ବେତ୍ନିଆ ଗାଲା । ତେଇ ଲାଜାରର୍ ଗର୍ । ଜିସୁ ଏ ଲାଜାର୍କେସେ ମଲାଟାନେଅନି ଉଟାଇରଇଲା ।
ଜନ୍ ଜିଉଦା କି ଜିସୁକେ ସତ୍ରୁମନ୍କେ ସର୍ପିଦେଲା, ସେ ମିସା ସେ ଜାଗା ଜାନି ରଇଲା । କାଇକେବଇଲେ ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ସେ ବାଡେ କେତେ ତର୍ ଜାଇରଇଲା ।
ଜିସୁ କେନ୍ତାରି ଅଇ ମର୍ବାକେ ଗାଲାନି ସେ ବିସଇ ନେଇକରି ଜନ୍ କାତା କଇରଇଲା ସେ କାତା ସିଦ୍ଅଇବାକେ ଏନ୍ତି ଅଇଲା ।
ସେ ବେଲା ଜିଉଦି ଲକ୍ମନର୍ ନିସ୍ତାର୍ ପରବ୍ କେଟି ଆଇତେ ରଇଲା । ସେଟାର୍ପାଇ ଜିସୁ ଜିରୁସାଲମେ ଗାଲା ।