18 ଜିସୁ କଇଲା, “ନଅରେ ଜାଇ ସେ ଲକ୍କେ କଇସା, ତାର୍ ଦିନ୍କାଲ୍ କେଟି ଆଇଲାନି ବଲି ଗୁରୁ କଇଲା ଆଚେ । ତାର୍ ସିସ୍ମନର୍ ସଙ୍ଗ୍ ତମର୍ ଗରେ ସେ ନିସ୍ତାର୍ ପରବ୍ ମାନ୍ସି ।”
କେ ଜଦି କାଇ ବଲି ପାଚାର୍ଲେ କଇସା, ‘ଏଟା ସାଉକାର୍କେ ଦର୍କାର୍ ଆଚେ ।’ ସେଡ୍କି ଦାପ୍ରେ ସେ ଗଦମନ୍କେ ଚାଡିଦେଇସି ।”
ତମ୍କେ ନେତା ବଲି ମିସା କେ ନ ଡାକତ୍, କାଇକେ ବଇଲେ ଗଟେକ୍ ସେ ନେତା, ସେ ଅଇଲାନି ମାପ୍ରୁ ମସିଅ ।
ମାତର୍ ତମ୍କେ କେ ଗୁରୁ ବଲି ଡାକ୍ବାର୍ ଦର୍କାର୍ ନାଇ । କାଇକେ ବଇଲେ ସବୁ ଲକ୍ ନିଜର୍ ନିଜର୍ ବିତ୍ରେ ବାଇ, ଆରି ତମର୍ ଗୁରୁ ଗଟେକ୍ ସେ ।
ସିସ୍ମନ୍, ଜିସୁ କଇଲା ଇସାବେ ନିସ୍ତାର୍ ପରବର୍ ବଜି ତିଆର୍କଲାଇ ।
“ନିସ୍ତାର୍ ପରବ୍ ଅଇବାକେ ଆରି ଦୁଇ ଦିନ୍ ଆଚେ । ସେଟା ତମେ ଜାନାସ୍ । ସେଡ୍କିବେଲେ ନର୍ପିଲା ମୁଇ କୁର୍ସେ ମର୍ବାକେ ଲକ୍ମନ୍କେ ସର୍ପି ଅଇବି ।”
ଜିଉଦା ସଲ୍କେ ଜିସୁର୍ଲଗେ ଜାଇ ତାକେ “ଏ ଗୁରୁ ଜୁଆର୍ !” ବଲିକରି ଚୁମ୍ଲା ।
ସେ ଏ କାତା କଇଲା ବେଲେ ଜିଉଦି ମନର୍ ପାର୍ତନା ଚାଲାଉ ଜାଇରସର୍ ଗରେଅନି ଗଟେକ୍ ଲକ୍ ଆସି କଇଲା, “ତମର୍ ନୁନି ମରିଗାଲାବେ, କାଇକେ ଗୁରୁକେ ଆରି କସ୍ଟ ଦେଲାସ୍ନି ?”
ସବୁ ଦିନେତା ମୁଇ ମନ୍ଦିରେ ତମର୍ ସଙ୍ଗ୍ ରଇଲି, ମାତର୍ ତମେ ମକେ ବାନ୍ଦାସ୍ ନାଇ । ଏବେ ବେଲା କେଟ୍ଲା ଆଚେ । ମକେ କାଇଟାମିସା କର୍ବାକେ ପର୍ମେସର୍ ସଇତାନ୍କେ ଅନୁମତି ଦେଲାଆଚେ ।”
ଏ ସବୁ କାତା କଇସାର୍ଲାପଚେ ମାର୍ତା ଜାଇକରି ନିଜର୍ ବଇନିକେ କେ ନ ସୁନ୍ଲାପାରା ଡାକି କଇଲା, “ଆଉ ଗୁରୁ ଆସିଆଚେ ଆରି ତକେ ଡାକ୍ଲାନି ।”
ଜିସୁ ସେମନ୍କେ କଇଲା, “ପର୍ମେସର୍ତେଇ ଅନି ଆଇଲା ନର୍ପିଲା ମୁଇ ଡାକ୍ପୁଟା ପାଇବା ବେଲା ଆସି କେଟି ଆଚେ ।
ନିସ୍ତାର୍ ପରବର୍ ଆଗ୍ତୁର୍ ଦିନ୍ ଅଇରଇଲା । ଜିସୁ, ଏ ଜଗତ୍ ଚାଡି ବାବା ପର୍ମେସରର୍ ଲଗେ ଜିବାକେ ତାର୍ ବେଲା କେଟ୍ଲାବେ ବଲି ଜାନିରଇଲା । ଦୁନିଆଇ ରଇବା ତାର୍ ସବୁ ଲକ୍ମନ୍କେ ସାରାସାରି ଜାକ ବେସି ଆଲାଦ୍ କର୍ତେରଇଲା ।
ଜିସୁ ଏ ସବୁ କାତା କଇସାରାଇଲା ପଚେ, ସରଗ୍ ବାଟେ ଦେକି କଇଲା, “ଏ ସରଗର୍ ବାବା, ଏବେ ବେଲା କେଟ୍ଲା ଆଚେ । ତମର୍ ପିଲା ମକେ ଡାକ୍ପୁଟା କରା । ଜେନ୍ତିକି ତମର୍ ପିଲା ମୁଇ ତମ୍କେ ଡାକ୍ପୁଟା କର୍ବି ।
ଜିସୁ ତାକେ “ମରିୟମ୍ !” ବଲି ଡାକ୍ଲା । ମରିୟମ୍ ତାର୍ ବାଟେ ପାସ୍ଲି କରି “ରାବ୍ବୁନି !” ବଲି ଏବ୍ରି ବାସାଇ କଇଲା । ଏଟାର୍ ଅରତ୍ ଅଇଲାନି ଗୁରୁ ।
ଜିସୁ ଏ କାତା କଇବାବେଲେ, ସେମନ୍ ସୁନିକରି ତାକେ ଦାର୍ବାକେ ଚେସ୍ଟା କଲାଇ । ମାତର୍ କେ ମିସା ଚିଇ ନାପାର୍ଲାଇ । କାଇକେ ବଇଲେ ସେଡ୍କି ବେଲା ଜାକ ତାର୍ ବେଲା କେଟି ନ ରଇଲା ।
ଜିସୁ ତାର୍ ବାଇମନ୍କେ କଇଲା, “ଏବେ ଜାକ ମର୍ ସମାନ୍ ବେଲା ଆସେ ନାଇତା । ମାତର୍ ତମର୍ପାଇ ସବୁ ବେଲା ସମାନ୍ସେ ।
ତମେ ପରବ୍ କର୍ବାକେ ଜାଆ, ମୁଇ ଜାଇ ନାପାରି । କାଇକେ ବଇଲେ ଏବେ ଜାକ ମର୍ ସମାନ୍ ବେଲା ଆସେ ନାଇତା ।”