14 ଜିସୁର୍ ବାର୍ଟା ସିସ୍ମନର୍ ବିତ୍ରେଅନି ଇସ୍କାରିୟତ୍ ଜିଉଦା ନାଉଁର୍ ଗଟେକ୍ ସିସ୍ ମୁକିଅ ପୁଜାରିମନର୍ ଲଗେ ଜାଇ ପାଚାର୍ଲା ।
କିଣାନିୟ ସିମନ୍ ଜେ କି ଇସ୍ରାଏଲ୍ ଲକ୍ମନର୍ ମୁକ୍ତିର୍ ପାଇ ଚେସ୍ଟା କର୍ତେରଇଲା । ଆରି ଇସ୍କାରିୟତ୍ ଜିଉଦା, ଜେ ଜିସୁକେ ସତ୍ରୁମନ୍କେ ସର୍ପିଦେଇ ରଇଲା ।
ବିସ୍ବାସେ ବିସ୍ ଦେଉ ଜିଉଦା ଉଟି ପାଚାର୍ଲା, “ଗୁରୁ ତମେ ମକେ ଦେକାଇକରି କୁଆସ୍ନାଇ ତ ?” ଜିସୁ ତାକେ କଇଲା, “ସେଟା ତୁଇସେ କଇଲୁସ୍ନି ।”
ଜିସୁ ତାର୍ ସିସ୍ମନ୍କେ ଏ କାତା କଇବା ବେଲେ ତାର୍ ବାର୍ଟା ସିସ୍ମନର୍ ବିତ୍ରେ ଅନି ଜିଉଦା ନାଉଁର୍ ସିସ୍ ଆସି କେଟ୍ଲା । ତାର୍ ସଙ୍ଗ୍ କାତି କାଣ୍ଡା ଆରି ଟେଙ୍ଗ୍ ଡାଙ୍ଗ୍ ଦାରି ବେସି ଲକ୍ ତେଇ ଟୁଲ୍ ଅଇଲାଇ । ସେମନ୍କେ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ପାଟାଇରଇଲାଇ ।
ଜେଡେବେଲେ ବିସ୍ବାସେ ବିସ୍ ଦେଉ ଜିଉଦା ଜିସୁକେ ମରନର୍ ଡଣ୍ଡ୍ ଆଦେସ୍ ଅଇଲା ଆଚେ ବଲି ସୁନ୍ଲା, ସେ ଦୁକ୍ ଅଇ ଏତାଇଲା ଆରି ମୁକିଅ ପୁଜାରିମନ୍କେ ଆରି ପାର୍ଚିନ୍ମନ୍କେ ତିରିସ୍ଟା ରୁପାଟାଙ୍ଗା ବାଉଡାଇଦେଇ କଇଲା,
ଜିସୁର୍ ସିସ୍ମନର୍ ବିତ୍ରେ ଅନି ଇସ୍କାରିୟତ୍ ଜିଉଦା ନାଉଁର୍ ସିସ୍, ଜେ କି ଜିସୁକେ ସତ୍ରୁମନ୍କେ ସର୍ପିଦେବାକେ ଜାଇତେ ରଇଲା, ସେ କଇଲା,
ସେଦିନର୍ ରାତି ଜିସୁ ଆରି ତାର୍ ସିସ୍ମନ୍ କାଇବାକେ ବସିରଇଲାଇ । ଜିସୁକେ ବିସ୍ବାସେ ବିସ୍ ଦେଲାପାରା କରାଇବା ଚିନ୍ତା, ସଇତାନ୍ ସିମନ୍ ଇସ୍କାରିୟତର୍ ପିଲା ଜିଉଦାର୍ ମନେ ପୁରିକରି ଦେଲା ।
ଜିସୁ କଇଲା, “ମୁଇ ଏ ରୁଟି ଜଲେ ଚବାଲି ଜାକେ ଦେବି, ସେ ଲକ୍ ସେ ।” ସେବେଲେ ସେ ରୁଟି ଜଲେ ଚବାଲି କରି ସିମନ୍ ଇସ୍କାରିୟତର୍ ପିଲା ଜିଉଦାକେ ଦେଲା ।
ତାର୍ ପଚେ ଇସ୍କାରିୟତ ଜିଉଦା ରୁଟି ମାଙ୍ଗି ଦାପ୍ରେ ବାରଇକରି ଉଟିଗାଲା । ସେ ବେଲେ ରାତି ଅଇରଇଲା ।
ଜନ୍ ଜିଉଦା କି ଜିସୁକେ ସତ୍ରୁମନ୍କେ ସର୍ପିଦେଲା, ସେ ମିସା ସେ ଜାଗା ଜାନି ରଇଲା । କାଇକେବଇଲେ ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ସେ ବାଡେ କେତେ ତର୍ ଜାଇରଇଲା ।
“ଏ ମର୍ ବାଇବଇନିମନ୍, ଜନ୍ ଇସ୍କାରିୟତ୍ ଜିଉଦା ଜିସୁକେ ଦାରାଇଦେବାକେ ସତ୍ରୁମନ୍କେ ବାଟ୍ ଦେକାଇ ଆନିରଇଲା, ତାର୍ ବିସଇ, ଦାଉଦ୍ ସୁକଲ୍ଆତ୍ମାଇ ପୁରୁନ୍ଅଇ ବବିସତ୍କାତା ସୁନାଇ ରଇଲା । ଦରମ୍ ସାସ୍ତରର୍ କାତା ସିଦ୍ ଅଇବାକେ ଏଟା ଗଟ୍ବାର୍ ରଇଲା ।
ଜିଉଦା କରିରଇବା କରାପ୍ କାମେଅନି ମିଲାଇଲା ଡାବୁକେ ଗଟେକ୍ ଜମି ଗେନାଅଇରଇଲା । ଆରି ସେ ଜମିତେଇ, ଉମ୍ତାଡିଅଇ ଅଦ୍ରି ମଲା । ତାର୍ ପେଟ୍ ଚିରିଅଇ ଆଁତି ବାରଇଗାଲା ।