9 ଚତୁର୍ ଦାଙ୍ଗ୍ଡିମନ୍ କଇଲାଇ, “ତମ୍କେ ଦେଲେସରି ଆମର୍ ପାଇ ଚିକନ୍ ନ ଅଏ । ତମେ ଦୁକାନେ ଜାଇ ନିଜର୍ ନିଜର୍ ପାଇ ଚିକନ୍ ଗେନିଆନା ।”
“ସୁନା, ବାଲିଆଡୁର୍କାମନର୍ ବିତ୍ରେ ମେଣ୍ଡାମନ୍କେ ପାଟାଇଲା ପାରା ମୁଇ ତମ୍କେ ପାଟାଇଲିିିନି । ସାଁପର୍ ପାରା ଚାଲାକି ଅଇ ପରୁଆପାରା ସୁଆଲ୍ ଉଆ ।
ସେମନର୍ ବିତ୍ରେଅନି ପାଁଚ୍ଟା ଦାଙ୍ଗ୍ଡି ଚତୁର୍ ରଇଲାଇ, ଆରି ପାଁଚ୍ଟା ଦାଙ୍ଗ୍ଡି ବକୁଆ ରଇଲାଇ ।
ସେଡ୍କି ବେଲେ ବକୁଆ ଦାଙ୍ଗ୍ଡିମନ୍ ଚତୁର୍ ରଇଲା ଦାଙ୍ଗ୍ଡିମନ୍କେ କଇଲାଇ “ଆମ୍କେ କଣ୍ଡେକ୍ ଚିକନ୍ ଦିଆ । ଆମର୍ ବତି ଲିବିଗାଲାନି ।”
“ଜେ ମର୍ କାତା ସୁନି, ସେ ଇସାବେ ଚାଲ୍ସି, ସେ ବଡ୍ ରାଙ୍ଗ୍ନି ପାକ୍ନା ଉପ୍ରେ ଗର୍ କର୍ବା ଗିଆନ୍ଲକର୍ ପାରା ।
ସେଟାର୍ ପାଇ ତମର୍ ଏ କରାପ୍ ବାବ୍ନାର୍ ପାଇ ମନ୍ ବାଦ୍ଲାଆ । ଏନ୍ତାରି ବିସଇ ଚିନ୍ତାକଲାର୍ ପାଇ ମାପ୍ରୁ ଜେନ୍ତାରି କେମା ଦେଇସି, ତାର୍ ଲାଗି, ମାପ୍ରୁକେ ପାର୍ତନା କର୍ ।