23 ସେବେଲେ କେ ଜଦି ତମ୍କେ ଇତି କିରିସ୍ଟ ଆଚେ ନଇଲେ ତେଇ ସେ ଆଚେ ବଲି କଇସି, ତାକେ ବିସ୍ବାସ୍ କରା ନାଇ ।
ସେବେଲେ କେ ଜଦି ତମ୍କେ ଇତି କିରିସ୍ଟ ଆଚେ । ନଇଲେ ତେଇ ସେ ଆଚେ । ବଲି କଇସି, ତାକେ ବିସ୍ବାସ୍ କରା ନାଇ ।
ଜିସୁ ସେମନ୍କେ କଇଲା, “ଜାଗ୍ରତ୍ଅଇକରି ରୁଆ, ନାଡାଇ ଉଆ ନାଇ । ବେସି ଲକ୍ ମର୍ ନାଉଁଦାରି ଆସି କଇବାଇ, ‘ମୁଇ ସେ ଆକା ।’ ବେଲା କେଟ୍ଲା ଆଚେ, ମାତର୍ ତମେ ସେମନର୍ ପଚେ ଜାଆ ନାଇ ।
ମୁଇ ମର୍ ବାବା ପର୍ମେସରର୍ ଅଦିକାର୍ ପାଇ ଆଇଲିଆଚି । ମାତର୍ ତମେ ମକେ ନାମାସ୍ ନାଇ । ମାତର୍ ଜେଡେବେଲା କେ ମିସା ବିନ୍ ଲକ୍ ନିଜେ ମନ୍କରି ଆଇଲେ ତାକେ ଡାକିନେଲାସ୍ନି ।
ମାତର୍ ସେନାପତି ପାଉଲର୍ କାତା ବିସ୍ବାସ୍ ନ କରି, ଜାଜ୍ ଚାଲାଉ, ଜାଜ୍ ସାଉକାରର୍ କାତା ବିସ୍ବାସ୍ କଲା ।