18 ଜନ୍ ଲକ୍ମନ୍ ପଦାଇ ଜାଇତେ ରଇବାଇ, ସେମନ୍ ତାକର୍ ଲୁଗା ପଚିଆ ନେବାକେ ଗରେ ନ ବାଉଡତ୍ ।
ଜନ୍ ଲକ୍ମନ୍ ଚାଉନି ଉପ୍ରେ ରଇବାଇ, ସେମନ୍ ଗର୍ବିତ୍ରର୍ ଜିନିସ୍ ପତର୍ ନେବାକେ ତଲେ ଆସି ଚୁଚାଇ ଚୁଚାଇ ବେଲା ନ ଗଡାଅତ୍ ।
ସେଡ୍କିବେଲେ ଗାଗ୍ଡେ ରଇବା ମାଇଜିମନ୍ ଆରି ପିଲାକେ ଦୁଦ୍ କୁଆଇତେ ରଇବା ମାମନର୍ ଦସା କେଡେ ଇନସ୍ତା ଅଇସି ।
“ସେ ଦିନେ ନିଜର୍ ଗର୍ ଉପ୍ରେ ରଇଲେ ତୁଇ ଉତ୍ରି ତର୍ ଦିନ୍ସୁ ଆନ୍ବାକେ ଗର୍ ବିତ୍ରେ ନ ଜାଆ । ସେନ୍ତାରି ତାସ୍ ପଦାଇ ରଇଲେ, ଦିନ୍ସୁ ବେଟି ନେବାକେ ଗରେ ନ ଆଉ ।