1 ଜିସୁ ମନ୍ଦିରେଅନି ବାରଇ ଇଣ୍ଡିଜାଇତେ ରଇବାବେଲେ ସିସ୍ମନ୍ ମନ୍ଦିର୍ ପିଣ୍ଡା ଦୁଆରେ ରଇବା ବଡ୍ ବଡ୍ ପାକ୍ନା ବାଟେ ଦେକାଇଲାଇ ।
ଜିସୁ ମନ୍ଦିରେ ବାଉଡି ଆସି ତେଇ ସିକିଆ ଦେଇତେ ରଇଲା ବେଲେ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ତାକେ ପାଚାର୍ଲାଇ, “କାଇ ଅଦିକାରେ ତୁଇ ଏ ସବୁ କାମ୍ କଲୁସ୍ନି ? ତକେ ଏ ଅଦିକାର୍ କେ ଦେଲା ?”
ମାତର୍ ମୁଇ କଇଲା କାତା ରଇସି, ମାପ୍ରୁର୍ ନାଉଁ ଦାରି ଜେ ଆଇଲାନି, ସେ କେଡେ କରମର୍ ଲକ୍ ବଲି ଏଟା ଜେବେ ଜାକ ନ କୁଆସ୍, ଆଜିଅନି ଆରି କେବେ ମକେ ଦେକି ନାପାରାସ୍ ।
ଜିସୁର୍ ଏ କାତା ସୁନି ସେମନ୍ କଇଲାଇ, “କାଇଟା ! ତିନ୍ଦିନ୍ ବିତ୍ରେ ତୁଇ ତିଆର୍ କରି ପାରୁସ୍ କି ? ଏ ମନ୍ଦିର୍ ତିଆର୍ କର୍ବାକେ ଚାଲିସ୍ ଚଅ ବରସ୍ ଲାଗିରଇଲା ।”