9 ଏବେ ତମେ ଜାଇକରି ଗାଉଁପାଲିର୍ ଗୁଡା ଆରି ପୁଟ୍ମନ୍କେ, ଜେତ୍କି ଲକ୍କେ ବେଟ୍ ଅଇସା ସେ ସବୁ ଲକ୍ମନ୍କେ ଆମର୍ ବଜିଟାନେ ଡାକିଆନା ।
ସେମନ୍ ତାକେ କଇଲାଇ, “ଆମ୍କେ ତା କେ ମିସା କାମେ ମିସାଅତ୍ ନାଇ ।” ସାଉକାର୍ ସେମନ୍କେ କଇଲା “ସେନ୍ତାର୍ଆଲେ ତମେ ସବୁ ଲକ୍ ମର୍ ଅଙ୍ଗୁର୍ ବାଡେ ଜାଇ କାମ୍ କରା ।”
ତେବେ ଦାଙ୍ଗ୍ଡାମନ୍ ଲଗର୍ ପାକର୍ ଗାଉଁମନ୍କେ ବୁଲି ନିକ ଲକ୍ ଅଅତ୍ କି ବାନିଆ ଲକ୍ ଅଅତ୍ ଜେତ୍କି ଲକ୍କେ ବେଟ୍ ଅଇଲାଇ, ସବୁକେ ଡାକି ଆନ୍ଲାଇ । ଆରି ବିବା ଗରେ ଲକ୍ମନ୍ ମାଣ୍ଡାଚୁଣ୍ଡା ଅଇଗାଲାଇ ।
ତାର୍ ପଚେ ରାଜା ଗତିଦାଙ୍ଗ୍ଡାମନ୍କେ ଡାକି କଇଲା, ବିବା ବଜିର୍ ରାନ୍ଦାବାଡା ସାର୍ଲାବେ ମାତର୍ ମୁଇ କବର୍ ଦେଇରଇଲା ଲକ୍ମନ୍ ଏ ବଜି କାଇବାକେ ବାଗ୍ ନାଇ ।
ଆରି ଜିରୁସାଲମେଅନି ଆରାମ୍ କରି ସବୁ ଦେସର୍, ସବୁ ଜାତିର୍ ଲକ୍ମନ୍କେ ମର୍ ନାଉଁଦାରି ପାପ୍ କେମା କରାଇ, ମନ୍ ବଦ୍ଲାଇବାକେ କଇବାର୍ ଆଚେ ।
କାଇକେ ବଇଲେ ମାପ୍ରୁ ଆମ୍କେ ଏ ଆଦେସ୍ ଦେଲା ଆଚେ ।” ଆନ୍ଦାରେ ଉଜଲ୍ ଅଇଲାପାରା ଜିଉଦି ନ ଅଇଲା ଲକ୍ମନ୍କେ ମର୍ ବିସଇ ଜାନାଇବାକେ ମୁଇ ତମ୍କେ ବାଚିଆଚି । ଜେନ୍ତାରି କି ମୁଇ ସେମନ୍କେ ରକିଆ କରି ପାର୍ବି ବଲି ଦୁନିଆର୍ ସବୁ ଲକ୍ମନ୍କେ ତମେ କଇପାରାସ୍ ।
ମୁଇ ପର୍ମେସରର୍ ଲକ୍ମନର୍ ସବୁର୍ଟାନେଅନି ସାନ୍ ଅଇଲେ ମିସା ଜିଉଦିନଇଲା ଲକ୍ମନ୍କେ କିରିସ୍ଟର୍ଟାନେ ରଇବା ନିକ ନିକ ବିସଇ ଜାନାଇବାକେ ମକେ ସେ ବାଚ୍ଲା ଆଚେ । ଏ ବିସଇ ଲକ୍ମନ୍ ବୁଜ୍ବାକେ ଆବଡ୍ ରଇବାଟା ।
ଆତ୍ମା ଆରି କନିଆ ଦାଙ୍ଗ୍ଡି କଇଲାନି ଆଉ, । ଜେତ୍କି ଲକ୍ ଏଟା ସୁନ୍ଲାଇନି, ସେମନ୍ ମିସା ଆଉ, ବଲି କଇବାର୍ଆଚେ । ଆସା ଜେତ୍କି ଲକ୍କେ ସସ୍ କଲାନି, ଜିବନର୍ ପାନି ଇନାମେ ନିଆ ।