7 ରାଜା ରିସାଅଇଜାଇ କରି ସଇନମନ୍କେ ପାଟାଇଲା । ସଇନମନ୍ ଜାଇକରି ସେ ମାରୁମନ୍କେ ମରାଇ ପାକାଇଲାଇ ଆରି ସେମନ୍ ରଇଲା ସଅର୍ ପଡାଇ ପାକାଇଲାଇ ।
ଆରି କେତେ ଲକ୍ ରାଜାର୍ ଦାଙ୍ଗ୍ଡାମନ୍କେ ଦାରି ମାରି ମରାଇଲାଇ ।
ତାର୍ ପଚେ ରାଜା ଗତିଦାଙ୍ଗ୍ଡାମନ୍କେ ଡାକି କଇଲା, ବିବା ବଜିର୍ ରାନ୍ଦାବାଡା ସାର୍ଲାବେ ମାତର୍ ମୁଇ କବର୍ ଦେଇରଇଲା ଲକ୍ମନ୍ ଏ ବଜି କାଇବାକେ ବାଗ୍ ନାଇ ।
ମାତର୍ ଜେମନ୍ ମୁଇ ତାକର୍ ରାଜା ଅଇବାକେ ମନ୍ ନ କର୍ତେ ରଇଲାଇ, ସେମନ୍କେ ଡାକି ଆନି ମର୍ ମୁଆଟେ ମରାଇଦିଆସ୍ ।”
ସେବେଲାଇ କେ କେ ଜିଉଦା ଦେସେ ରଇବାଇ, ସେମନ୍ ଡଙ୍ଗର୍ ବିତ୍ରେ ପାଲାଅତ୍ । କେ କେ ଗଡ୍ ବିତ୍ରେ ରଇବାଇ ସେମନ୍ କେନେ ମିସା ବଁଚ୍ବାକେ ପାଲାଅତ୍ । କେ କେ ଗଡ୍ ବାଇରେ ରଇବାଇ ସେମନ୍ ଗଡ୍ ବିତ୍ରେ ନ ପୁରତ୍ ।
କେତେ ଲକ୍କେ କାଣ୍ଡାର୍ଦାର୍ ସଙ୍ଗ୍ ମରାଇବାଇ ଆରି କେତେ ଲକ୍ମନ୍କେ ବନ୍ଦିକରି ବିନ୍ବିନ୍ ଦେସେ ଦାରିଜିବାଇ । ଜିଉଦି ନଇଲା ଲକ୍ମନର୍ ବେଲା ନ ସାର୍ବାଜାକ ଜିରୁସାଲାମ୍ ବିନାସ୍ କର୍ବାକେ ଚାଡିଦେବାଇ ।”
ଜେନ୍ତାରି କି ଜନ୍ ସୁବ୍କବର୍ ଜାନାଇଲେ ଜିଉଦି ନଇଲା ଲକ୍ମନ୍କେ ମୁକ୍ତି ମିଲି ପାର୍ସି, ସେଟା ଚାଡି ଦେଅତ୍ ବଲି ଆମ୍କେ ସେମନ୍ ଚେସ୍ଟା କଲାଇନି । ଏନ୍ତାରି ସେମନ୍ କର୍ତେରଇବା ପାପ୍ ଅଦିକ୍ ଅଦିକ୍ ବଡିଜାଇକରି ସାରାସାରି ଆସି କେଟିଆଚେ । ଏବେ ସାରାସାରି ବେଲାଇ ସେମନର୍ ବିରୁଦେ ପର୍ମେସରର୍ ରିସା ଅଇଆଚେ ।