6 ଆରି କେତେ ଲକ୍ ରାଜାର୍ ଦାଙ୍ଗ୍ଡାମନ୍କେ ଦାରି ମାରି ମରାଇଲାଇ ।
ମାତର୍ କବର୍ ପାଇରଇଲା ଲକ୍ମନ୍ ଏ କାତା ନ ମାନିକରି ନିଜର୍ ନିଜର୍ ପାଇଟି କର୍ବାର୍ ଦାର୍ଲାଇ । କେତେ ଲକ୍ ବାରଇକରି ପଦାଇ ଉଟିଗାଲାଇ । ଆରି କେତେକ୍ ଲକ୍ ତାକର୍ ଦୁକାନେ ଉଟିଗାଲାଇ ।
ରାଜା ରିସାଅଇଜାଇ କରି ସଇନମନ୍କେ ପାଟାଇଲା । ସଇନମନ୍ ଜାଇକରି ସେ ମାରୁମନ୍କେ ମରାଇ ପାକାଇଲାଇ ଆରି ସେମନ୍ ରଇଲା ସଅର୍ ପଡାଇ ପାକାଇଲାଇ ।
ସେଟା କାଇଟା ବଇଲେ, ଜିରୁସାଲମେ ମକେ ରମିୟ ଲକ୍ମନ୍କେ ସର୍ପିଦେବାଇ ଆରି ସେମନ୍ ମକେ କିଜାଇବାଇ ଆରି ଲାଜ୍ କରାଇ, ମର୍ ଉପ୍ରେ ତୁକ୍ବାଇ ।
ସାଉଲ୍ ତିପାନର୍ ମରନେ ରାଜିଅଇକରି ତେଇ ରଇଲା । ସେ ଦିନେଅନି ଜିରୁସାଲାମେ ରଇବା ମଣ୍ଡଲିମନ୍କେ ଲକ୍ମନ୍ ଜବର୍ ତାଡ୍ନା ଦେବାର୍ ଆରାମ୍ କଲାଇ । ସେଟାର୍ପାଇ ପେରିତ୍ ସିସ୍ମନ୍ ତେଇରଇଲାଇ ଆରି ବିନ୍ ବିସ୍ବାସିମନ୍ ଜିବନ୍ ଆତେଦାରି ଜିଉଦା ଆରି ସମିରଣ୍ ଜାଗାଇ ପାଲାଇଲାଇ ।
ବନ୍ଦି ଗରେ ରଇବା ଲକ୍ମନ୍କେ ତମେ ତାକର୍ ସଙ୍ଗ୍ ରଇଲାପାରା ଦୟା ଦେକାଆ । ଦୁକ୍କସ୍ଟ ଅଇରଇବା ଲକ୍ମନ୍କେ ନିଜେ ତାକର୍ପାରା ଦୁକ୍କସ୍ଟ ପାଇଲୁନି ବଲି ଏତାଆ ।