32 ପର୍ମେସର୍ କଇଲା ଆଚେ “ଆମେ ଅବ୍ରାଆମର୍, ଇସାକର୍ ଆରି ଜାକୁବର୍ ମାପ୍ରୁ ।” “ପର୍ମେସର୍ ତା ଜିବନ୍ ରଇଲା ଲକ୍ମନର୍ ମାପ୍ରୁ, ମଲା ଲକ୍ମନର୍ ଅଇନାପାରେ ।”
ମଲା ଲକ୍ମନ୍ ଆରି ତରେକ୍ ଉଟ୍ବା ବିସଇ, ପରମେସର୍ ଜନ୍ଟା କଇଲା ଆଚେ, ତମେ କାଇ ସାସ୍ତରେ କେବେ ପଡାସ୍ ନାଇ କି ?
ଆମର୍ ଆନିଦାଦିମନର୍ ପର୍ମେସର୍ ଅବ୍ରାଆମର୍, ଇସାକର୍ ଆରି ଜାକୁବର୍ ପରମେସର୍ ତାର୍ ସେବାକାରିଆ ଜିସୁକେ ଡାକ୍ପୁଟା କଲାଆଚେ । ମାତର୍ ତମେ ତାକେ ସାସନ୍କାରିଆମନର୍ ଆତେ ସର୍ପିଦେଲାସ୍ । ଏନ୍ତି କି ପିଲାତ୍ ତାକେ ଚାଡିଦେବାକେ ମନ୍କରି ରଇଲେ ମିସା ତାର୍ ମୁଆଟେ ଚାଡ୍ନାଇ ବଲି କଇଲାସ୍ ।
“ମୁଇ ତମର୍ ଆନିଦାଦି ଅବ୍ରାଆମ୍, ଇସାକ୍ ଆରି ଜାକୁବର୍ ପର୍ମେସର୍ ।” ମସା ଡରିକରି ତର୍ତର୍ ଗଜ୍ଗଜ୍ ଅଇ ଦେକ୍ବାର୍ ନାପାର୍ଲା ।
ସେମନ୍ ଚାଡିଆଇଲା ନଅର୍ତେଇଅନି ଅଦିକ୍ ନିକ ଗଟେକ୍ ନଅରର୍ ପାଇ ତାକର୍ ଆଁକି ରଇଲା । କାଇକେବଇଲେ, ସେମନ୍ ସରଗ୍ ଦେସ୍ ପାରାଟା କଜ୍ତେରଇଲାଇ । ସେମନ୍ ତାକେ ପର୍ମେସର୍ ବଲି ଡାକ୍ଲାର୍ ପାଇ, ସେ ଲାଜ୍ ଅଏନାଇ । କାଇକେବଇଲେ ସେ ତାକର୍ପାଇ ଗଟେକ୍ ନଅର୍ ତିଆର୍କଲା ଆଚେ ।