22 ଏ କାତା ସୁନି ସେମନ୍ କାବାଅଇଗାଲାଇ ଆରି ତେଇଅନି ଉଟିଗାଲାଇ ।
“ସୁନା, ବାଲିଆଡୁର୍କାମନର୍ ବିତ୍ରେ ମେଣ୍ଡାମନ୍କେ ପାଟାଇଲା ପାରା ମୁଇ ତମ୍କେ ପାଟାଇଲିିିନି । ସାଁପର୍ ପାରା ଚାଲାକି ଅଇ ପରୁଆପାରା ସୁଆଲ୍ ଉଆ ।
ଲକ୍ମନ୍ ଜିସୁର୍ ସିକାଇବାଟା ସୁନିକରି କାବାଅଇଗାଲାଇ ।
ଜିସୁକେ ଇତିର୍ ଉତର୍ କେ ମିସା ଦେଇ ନାପାର୍ଲାଇ । ସେ ଦିନେଅନି, ଆରି ତାକେ କେ ମିସା କାଇ ପର୍ସନ୍ ପାଚାର୍ବାକେ ସାଆସ୍ କରତ୍ ନାଇ ।
ଜିସୁ ଏଟା ସୁନି କାବା ଅଇଗାଲା, ଆରି ତାର୍ ସଙ୍ଗ୍ ଆଇବା ଲକ୍ମନ୍କେ କଇଲା, “ମୁଇ ସତ୍ କଇଲିନି, ଇସ୍ରାଏଲ୍ ବିତ୍ରେ କନ୍ ଲକର୍ଟାନେ ମିସା ଏ ଲକର୍ ପାରା ବିସ୍ବାସ୍ ମୁଇ ଦେକିନାଇ ।
ତେଇ ଜିଉଦି ଲକର୍ ମୁକିଅ ପୁଜାରିମନ୍ ଜିସୁକେ ବାନ୍ଦିନେବାକେ ବାଟ୍ କଜ୍ଲାଇ । କାଇକେବଇଲେ ଜିସୁ ଆମର୍ ବିରଦେ ଏ କାତାନି କଇଲାଇନି ବଲିକରି ସେମନ୍ ଜାନିରଇଲାଇ । ମାତର୍ ଲକ୍ମନ୍ ଆମ୍କେ କାଇ କାଇଟା କର୍ବାଇ। ବଲିକରି ଡରି, ତାକେ ଚାଡିକରି ଉଟିଗାଲାଇ ।
କାଇକେ ବଇଲେ ମୁଇ ତମ୍କେ ଟିକ୍ପଦ୍ କଇବାକେ ଗିଆନ୍ ଦେବି । ତମ୍କେ ବିରଦ୍ କର୍ବା ଲକ୍ମନ୍ ସେ ଗିଆନର୍ ବାଦୁଲେ କାଇଟା କଇନାପାରତ୍ ।
ମାତର୍ ସୁକଲ୍ ଆତ୍ମା ତିପାନ୍କେ ଏନ୍ତି ଗିଆନ୍ ଦେଲାଜେ, କେମିସା ତାର୍ କାତା ଚାଡାଇକରି କଇ ନାପାର୍ତେ ରଇଲାଇ ।
ସେମନ୍କେ ସନ୍ମାନ୍ ଦେଇ କାତା ଉଆ । ଜେନ୍ତିକି ତମେ କଇବା ବିସଇ ସେମନ୍ ମନ୍କର୍ବାଇ । ତେବେ ତମେ ବିସ୍ବାସ୍ କର୍ବା ବିସଇଟାନେ କାଇଆଲେ କାତା ଉଟ୍ଲେ, ତମେ ଉତର୍ ଦେଇପାର୍ସା ।