20 ଜିସୁ ସେମନ୍କେ ପାଚାର୍ଲା “ଏ ଅଦ୍ଲି ଡାବୁଟାନେ କାର୍ ମୁଉ ଆରି ନାଉଁ ଆଚେ ?”
ଜନ୍ ଅଦ୍ଲି ଡାବୁ ସିସ୍ତୁ ଦେଲାସ୍ନି, ତେଇଅନି ଗଟେକ୍ ଆନିକରି ମକେ ଦେକାଆ ।” ସେମନ୍ ଗଟେକ୍ ଅଦ୍ଲି ଆନି ତାକେ ଦେଲାଇ ।
ସେମନ୍ କଇଲାଇ, “ରମିୟ ରାଜାର୍ ମୁଉ ଆରି ନାଉଁ ଆଚେ ।” ଜିସୁ ସେମନ୍କେ କଇଲା, “ତେବେ ଜନ୍ଟା ରମିୟ ରାଜାର୍ଟା, ସେଟା ତାକେ ଦିଆସ୍ ଆରି ଜନ୍ଟା ପରମେସରର୍ଟା, ସେଟା ପରମେସର୍କେ ଦିଆସ୍ ।”
ସେମନ୍ ଗଟେକ୍ ଅଦ୍ଲି ଡାବୁ ଆନ୍ଲାକେ ଜିସୁ ପାଚାର୍ଲା, “ଏ ଡାବୁ ଉପ୍ରେ କାର୍ ମୁର୍ତି ଆରି ନାଉଁ ଲେକା ଅଇଆଚେ ?” ସେମନ୍ କଇଲାଇ, “ରମିୟ ରାଜାର୍ ମୁର୍ତି ଆରି ତାର୍ ନାଉଁ ଲେକା ଅଇଲାଆଚେ ।”
“ମକେ ଗଟେକ୍ ରମିୟ ସର୍କାରର୍ ଅଦ୍ଲି ଡାବୁ ଦେକାଆ । ତେଇ କାର୍ ମୁର୍ତି ଆରି କାର୍ ନାଉଁ ଆଚେ ?” “କାଇସରର୍ ମୁର୍ତି ଆରି ନାଉଁ ଆଚେ ।” ବଲି ସେମନ୍ କଇଲାଇ ।