ମାତିଉ 22:13 - ସତିଅର୍ ବାଟ୍ ନୁଆ ନିୟମ୍ 202013 ରାଜା ଦାଙ୍ଗ୍ଡାମନ୍କେ କଇଲା, “ତାର୍ ଆତ୍ ଗଡ୍ ବାନ୍ଦି ବାଇରେ ନେଇ ଆନ୍ଦାରେ ପିଙ୍ଗିଦିଆସ୍ । ତେଇ ସେ ଦାଁତ୍ମୁଣ୍ଡ୍ କାତ୍ରିଅଇ କାନ୍ଦି କାନ୍ଦି ରଅ ।” အခန်းကိုကြည့်ပါ။ |
ଆରି ସେ ତମ୍କେ ପାଟାଇଦେବା ଜାଗାଇଅନି ଅବ୍ରାଆମ୍ ଇସାକ୍, ଜାକୁବ୍, ଆରି ପର୍ମେସରର୍ ଟାନେଅନି ଆସି ରଇଲା ବବିସତ୍ ବକ୍ତାମନ୍ ରଇବାଟା ଦେକ୍ସା । ମାତର୍ ପର୍ମେସର୍ ତାର୍ ରାଇଜେ ତମ୍କେ ଜାଗା ନ ଦେଏ । ଜେଡେବଲ୍ ଏଟା ଅଇସି, ସେ ବେଲା ସେଟା ଦେକି, ତମେ କାଇକାଇ କାରାପ୍ କାମ୍ମନ୍ କରି ରଇଲାସ୍ ସେଟା ସବୁ ଏତାଇ କରି ମାରିଚପିଅଇ କାନ୍ଦ୍ସା ଆରି ଦାତ୍ ମୁଣ୍ଡ୍ କାତ୍ରି ଅଇସା ।
ସେମନ୍ ସମ୍ଦୁରର୍ ଲଅଡି ଜେନ୍ତି ପେପୁଲ୍ ବାର୍କର୍ସି, ସେ ପେପୁଲ୍ପାରା ତାକର୍ ଲାଜର୍ ଚଲାଚଲ୍ତି ଡିସ୍ସି । ଆକାସର୍ କେତେକ୍ କେତେକ୍ ତାରାମନ୍ ଜେନ୍ତି ତାକର୍ ପାଇ ରଇବା ଜାଗାଇ ନ କିନ୍ଦ୍ରିକରି ବିନ୍ବାଟେ ବୁଲ୍ତେରଇବାଇ, ସେମନ୍ ସମାନ୍ ସେନ୍ତାରିସେ । ପର୍ମେସର୍ ସେମନର୍ପାଇ ଗଟେକ୍ ବଡ୍ ଗଇରି ରଇବା ଆନ୍ଦାରର୍ ଜାଗା ସଙ୍ଗଇଆଚେ । ଜନ୍ତିକି ସେମନ୍ ସବୁଦିନର୍ପାଇ ରଇବାଇ ।