ମାତିଉ 22:10 - ସତିଅର୍ ବାଟ୍ ନୁଆ ନିୟମ୍ 202010 ତେବେ ଦାଙ୍ଗ୍ଡାମନ୍ ଲଗର୍ ପାକର୍ ଗାଉଁମନ୍କେ ବୁଲି ନିକ ଲକ୍ ଅଅତ୍ କି ବାନିଆ ଲକ୍ ଅଅତ୍ ଜେତ୍କି ଲକ୍କେ ବେଟ୍ ଅଇଲାଇ, ସବୁକେ ଡାକି ଆନ୍ଲାଇ । ଆରି ବିବା ଗରେ ଲକ୍ମନ୍ ମାଣ୍ଡାଚୁଣ୍ଡା ଅଇଗାଲାଇ । အခန်းကိုကြည့်ပါ။ |
ମୁଇ ଚିନ୍ତାଇ ଆଚି ଜେ, ମୁଇ ଆରିତରେକ୍ ଆଇଲାବେଲେ, ତମର୍ ମୁଆଟେ ମକେ ପର୍ମେସର୍ ଲାଜ୍ କରାଇସି । ଆରି ମୁଇ ବେସି ଦୁକ୍ ଅଇବି । କାଇକେବଇଲେ, ଆଗେ ଜେତ୍କି ଲକ୍ ପାପ୍ କରି ଆଚତ୍ ବଲି ମୁଇ ଜାନିଆଚି । ସେମନ୍ ଏବ୍କେ ଜାକ ତାକର୍ କାରାପ୍ ଚଲାଚଲ୍ତିର୍ ଲାଗି ମାନି ଅଅତ୍ ନାଇ । ଜନ୍ଟାକି ନିଜର୍ କାରାପ୍ ମନ୍ କଲା ଇସାବେ ବଁଚ୍ବାଟା ଆରି ବେସିଆ କାମ୍ କର୍ବାଟା ।