6 ସଞ୍ଜୁଆ ପାଁଚ୍ଟା ବେଲା ଆରି ତରେକ୍ ଆଟେ ଜାଇ ଆରି କେତେ ଲକ୍ ଚୁଚାଇ ଟିଆଅଇରଇବାଟା ଦେକ୍ଲା । ସେମନ୍କେ ପାଚାର୍ଲା “ଗୁଲାଇ ମୁଇଦାନ୍ କାମ୍ ନ କରି କାଇକେ ଇତି ଉଜେ ଉଜେ ଆଚାସ୍ ?”
ସେମନ୍ ଜାଇ କାମ୍ କର୍ବାର୍ ଦାର୍ଲାଇ । ସେନ୍ତାରିସେ ମୁଣ୍ଡ୍ବେଲାଇ, ଆଡ୍ବେଲାଇ ମିସା ଆରି କେତେଟା କୁଲିଆର୍ମନ୍କେ ଆନି କାମେ ମିସାଇଲା ।
ସେମନ୍ ତାକେ କଇଲାଇ, “ଆମ୍କେ ତା କେ ମିସା କାମେ ମିସାଅତ୍ ନାଇ ।” ସାଉକାର୍ ସେମନ୍କେ କଇଲା “ସେନ୍ତାର୍ଆଲେ ତମେ ସବୁ ଲକ୍ ମର୍ ଅଙ୍ଗୁର୍ ବାଡେ ଜାଇ କାମ୍ କରା ।”
ଜନ୍ ଲକ୍ମନ୍ ସଞ୍ଜୁଆ ପାଁଚ୍ଟା ବେଲେ କାମେ ମିସି ରଇଲାଇ ସେମନ୍କେ ସବୁ ଲକ୍କେ ଗଟେକ୍ ଗଟେକ୍ ରୁପା ଟାଙ୍ଗା ଦେଲାଇ ।
ବେଲ୍ ରଇତେସେ ମକେ ପାଟାଇରଇବା ପର୍ମେସରର୍ କାମ୍ ଆମେ କର୍ବାର୍ ଆଚେ । ଏନ୍ତି ଆନ୍ଦାର୍ ଆଇଲାନି ସେ ବେଲାଇ କେ ମିସା କାଇ କାମ୍ କରି ନାପାରତ୍ ।
କାଇକେବଇଲେ ଆତେନେସର୍ ଲକ୍ ଆରି ତେଇ ରଇବା ବିନ୍ ଦେସର୍ ଲକ୍ମନ୍ ନୁଆ ବିସଇ ସୁନ୍ବାକେ ଆରି କଇବାକେ ବଲ୍ପାଇତେ ରଇଲାଇ । ତେଇ ସେମନ୍ ବେସି ବେଲା ଦେଇତେ ରଇଲାଇ ।
ସେନ୍ତାରି କଲେ ଅଲସ୍ ନଅଇ ବିସ୍ବାସ୍ ଆରି ମୁର୍ଚି ରଇବା ଲକ୍ ଅଇସା । ସେନ୍ତାରି ଲକ୍ ପର୍ମେସର୍ ଜନ୍ଟା ଦେବାକେ କାତା ଦେଇଆଚେ, ସେମନ୍ ସେଟା ପାଇବାଇ ।