5 ସେମନ୍ ଜାଇ କାମ୍ କର୍ବାର୍ ଦାର୍ଲାଇ । ସେନ୍ତାରିସେ ମୁଣ୍ଡ୍ବେଲାଇ, ଆଡ୍ବେଲାଇ ମିସା ଆରି କେତେଟା କୁଲିଆର୍ମନ୍କେ ଆନି କାମେ ମିସାଇଲା ।
ସେ ଲକ୍ ସେମନ୍କେ କଇଲା, “ତମେ ମିସା ମର୍ ଅଙ୍ଗୁର୍ ବାଡେ ଜାଇ କାମ୍ କରା, ତମ୍କେ ମିସା ସମାନ୍ ଇସାବେ ବୁତି ଦେବି ।”
ସଞ୍ଜୁଆ ପାଁଚ୍ଟା ବେଲା ଆରି ତରେକ୍ ଆଟେ ଜାଇ ଆରି କେତେ ଲକ୍ ଚୁଚାଇ ଟିଆଅଇରଇବାଟା ଦେକ୍ଲା । ସେମନ୍କେ ପାଚାର୍ଲା “ଗୁଲାଇ ମୁଇଦାନ୍ କାମ୍ ନ କରି କାଇକେ ଇତି ଉଜେ ଉଜେ ଆଚାସ୍ ?”
ସେ ଦିନେ ମୁଣ୍ଡ୍ବେଲାଇ ଅନି ଆଡ୍ବେଲାଇ ଜାକ ଗୁଲାଇ ଜଗତ୍ ଆନ୍ଦାର୍ ଅଇଗାଲା ଆରି ସେଟା ତିନ୍ ଗନ୍ଟାଜାକ ରଇଲା ।
ଜିସୁ ସେମନ୍କେ କଇଲା, “ମର୍ ସଙ୍ଗ୍ ଆସା ମୁଇ ରଇବା ଜାଗା ଦେକ୍ସା ।” ସେଟାର୍ ପାଇ ସେମନ୍ ତାର୍ ସଙ୍ଗ୍ ଜାଇ ସେ ରଇବା ଜାଗା ଦେକ୍ଲାଇ । ଆରି ସେ ଦିନେ ତାର୍ ସଙ୍ଗ୍ ରଇଲାଇ । ସେବେଲା ସଞ୍ଜୁଆ ଚାର୍ଟା ଅଇରଇଲା ।
ଜିସୁ କଇଲା “ଗଟେକ୍ ଦିନେ କାଇ ବାର ଗଁଟା ଉଜଲ୍ ନ ରଏ କି ? ଜନ୍ ଲକ୍ମନ୍ ଦିନ୍ବେଲାର୍ ଉଜ୍ଲେ ରଇବାଇ, ସେମନ୍ ଜଟିଆଇ ନ ଅଅତ୍, କାଇକେବଇଲେ ସେମନ୍କେ ଏ ଜଗତର୍ ଉଜଲ୍ ଡିସ୍ସି ।
ସେ ଜାଗାଇ ଜାକୁବର୍ ଗଟେକ୍ କୁଇସାଲ୍ ରଇଲା । ଜିସୁ ଇଣ୍ଡି ଇଣ୍ଡି ତାକି ଜାଇକରି କୁଇସାଲ୍ ଲଗେ ବସି ରଇଲା । ସେବେଲା ଟିଆମୁଇଦାନ୍ ଅଇରଇଲା ।
ଦିନେକ୍ ଆଡ୍ବେଲାର୍ ତିନ୍ଟା ବେଲେ କର୍ନିଲିଅ ପାର୍ତନା କଲାବେଲେ, ଗଟେକ୍ ଦର୍ସନ୍ ପାଇଲା । ତେଇ ପର୍ମେସରର୍ ଦୁତ୍ ଆସି ତାକେ “କର୍ନିଲିଅ !” ବଲି ଡାକ୍ବାଟା ନିକ ସଙ୍ଗ୍ ଦେକ୍ଲା ।
ତାର୍ ଆର୍କର୍ ଦିନେ ଆଡ୍ବେଲାଇ ସେମନ୍ ଜପାର୍ ଲଗାଲଗି ଅଇଲାବେଲେ, ପିତର୍ ପାର୍ତନା କର୍ବାକେ ମେଡ୍ଗରର୍ ଚାଉନି ଉପ୍ରେ ଜାଇ ରଇଲା ।
ଗଟେକ୍ ଦିନେ ପିତର୍ ଆରି ଜଅନ୍ ପାର୍ତନା କର୍ବାକେ ମନ୍ଦିରେ ଗାଲାଇ, ଜେଡେବେଲେ କି ପାର୍ତନା କର୍ବା ବେଲା ମୁଇଦାନିଆ ତିନ୍ ଗଁଟା ଅଇରଇଲା ।