10 ଜନ୍ ଲକ୍ମନ୍ ପର୍ତୁମ୍ କାମ୍ ଆରାମ୍ କରି ରଇଲାଇ, ସେମନ୍କେ ଅଦିକ୍ ବୁତି ମିଲ୍ସି ବଲି ଆସା କଲାଇ । ମାତର୍ ସେମନ୍ ମିସା ଗଟେକ୍ସେ ରୁପା ଟାଙ୍ଗା ମିଲାଇଲାଇ ।
ଏ କାତା ସୁନି ପିତର୍ କଇଲା, “ଦେକା, ଆମେ ସବୁଜାକ ଚାଡିକରି ତମର୍ ସଙ୍ଗ୍ ଆସିଆଚୁ । ତେବେ ଆମ୍କେ କାଇଟା ମିଲ୍ସି ?”
ସେମନ୍ ସେତ୍କି ନେଇ ମୁର୍ମୁରା ଅଇକରି ସାଉକାରର୍ ବିରୁଦେ କଇଲାଇ,
ସେ ଜନ୍ ଲକ୍ମନ୍କେ ମିସ୍ଲା, ସେମନ୍କେ ଗଟେକ୍ ଦିନ୍କେ, ଗଟେକ୍ ଲାକା ରୁପାଟାଙ୍ଗା କୁଲି ଦେବାକେ ରାଜି କରି ତାର୍ ବାଡେ ପାଟାଇଲା ।
ଜନ୍ ଲକ୍ମନ୍ ସଞ୍ଜୁଆ ପାଁଚ୍ଟା ବେଲେ କାମେ ମିସି ରଇଲାଇ ସେମନ୍କେ ସବୁ ଲକ୍କେ ଗଟେକ୍ ଗଟେକ୍ ରୁପା ଟାଙ୍ଗା ଦେଲାଇ ।