ମାତିଉ 20:1 - ସତିଅର୍ ବାଟ୍ ନୁଆ ନିୟମ୍ 20201 ସରଗ୍ ରାଇଜ୍ କେନ୍ତିଟା, ଏଟାର୍ ପାଇ ଆରି ଗଟେକ୍ କାତା ସୁନା । ଦିନେକ୍ ଗଟେକ୍ ଲକ୍ ସାକାଲ୍ ସାକାଲ୍ ତାର୍ ଅଙ୍ଗୁର୍ ବାଡେ କାମ୍ କରାଇବାକେ କୁଲିଆର୍ମନ୍କେ କଜ୍ବାର୍ ବାରଇଲା । အခန်းကိုကြည့်ပါ။ |
ଏ ଜିରୁସାଲାମ୍, ଏ ଜିରୁସାଲାମ୍, ତୁଇ ବବିସତ୍ବକ୍ତାମନ୍କେ ମରାଇଲୁସ୍ନି ଆରି ପର୍ମେସର୍ ପାଟାଇରଇଲା କବର୍ ଆନୁମନ୍କେ ପାକ୍ନା ମାରି ମରାଇଲୁସ୍ନି । ମାଇ କୁକ୍ଡା ତାର୍ ଟିଅଁମନ୍କେ ଡେନା ବିତ୍ରେ ଦାରି ଅଲଣ୍ଡ୍ଲାପାରା, ତର୍ ଲକ୍ମନ୍କେ ମୁଇ ପାଟାଲି ରକିଆ କର୍ବାକେ କେତେ କେତେ ତର୍ ଚେସ୍ଟା କଲି । ମାତର୍ ମକେ ସେନ୍ତାରି କର୍ବାକେ ଦେଉସ୍ ନାଇ ।