21 ଜସେପ୍ ଏ କାତା ସୁନି ଜିସୁ ଆରି ତାର୍ ମାଆ ମରିୟମ୍ ସଙ୍ଗ୍ ବାରଇକରି ଇସ୍ରାଏଲ୍ ଦେସେ ବାଉଡି ଆଇଲାଇ ।
“ଉଟ୍ ଆରି ବାରଇକରି, ଦୁଇ ମାଆ ପିଲାକେ ଇସ୍ରାଏଲ୍ ଦେସେ ଦାରିଜା । କାଇକେବଇଲେ ଜନ୍ ଲକ୍ମନ୍ କି ପିଲାର୍ ଜିବନ୍ ନେବାକେ ଚେସ୍ଟା କର୍ତେରଇଲାଇ, ସେମନ୍ ମରିଗାଲାଇ ଆଚତ୍ ।”
ମାତର୍ ଜସେପ୍, ଏରଦର୍ ପଚେ ତାର୍ ପଅ ଆର୍କିଲାୟ ଜିଉଦା ରାଇଜର୍ ରାଜା ଅଇଆଚେ ବଲି ସୁନିକରି ତେଇ ଜିବାକେ ଡର୍ଲା ।
ଅବ୍ରାଆମ୍ ମିସା ତାର୍ ବିସ୍ବାସର୍ ଲାଗି ପର୍ମେସରର୍ କାତା ମାନ୍ଲା । ପର୍ମେସର୍ ତାର୍ପାଇ ସଙ୍ଗଇରଇବା ଗଟେକ୍ ଦେସେ ଜା ବଲି କଇଲାକେ, ସେ ଦାପ୍ରେ ମାନ୍ଲା ଆରି ବାରଇଲା । ସେ କନ୍ତି ଗାଲିନି ବଲି ନାଜାନି ରଇଲେ ମିସା ସେ ସେନ୍ତାର୍ କଲା ।