2 “ଜନ୍ ପିଲା ଜିଉଦିମନର୍ ରାଜା ଅଇବାକେ ଜନମ୍ ଅଇଲାଆଚେ, ସେ କନ୍ତି ଆଚେ ? କାଇକେବଇଲେ ଆମେ ପୁରୁବ୍ ଦେସେ ତାର୍ ତାରା ଦେକି ତାକେ ପୁଜା କର୍ବାର୍ ଆସିଆଚୁ ।”
ପଣ୍ଡିତ୍ମନର୍ କାତା ସୁନି ଏରଦ୍ ରାଜା ଆରି ତାର୍ ସଙ୍ଗ୍ ରଇବା ଜିରୁସାଲାମର୍ ଲକ୍ମନ୍ ସବୁ କିଲ୍ବିଲ୍ ଅଇଗାଲାଇ ।
“ ସିଅନ୍ ଗଡେ କୁଆ ! ଦେକା, ତମର୍ ରାଜା ତମର୍ ଲଗେ ଆଇଲାନି, ସେ କେଡେ ସୁଆଲ୍ ଗଦପିଲାର୍ ପିଟିତେଇ ବସ୍ଲାଆଚେ ଦେକା, ସେ ଗଦପିଲା ଉପ୍ରେ ବସିଆଇଲାନି ।”
ଜିସୁର୍ ମୁଆଟେ ଦେକି ରମ୍ ରାଇଜର୍ ସାସନ୍କାରିଆ ପିଲାତ ପାଚାର୍ଲା, “ତୁଇ କାଇ ଜିଉଦି ମନର୍ ରାଜା କି ?” ଜିସୁ ତାକେ କଇଲା, ତୁଇ ସେଟା କଇଲୁସ୍ନି ।
“ପର୍ମେସରର୍ ନାଉଁ ନେଇକରି ଜନ୍ ରାଜା ଆଇଲାନି ତାକେ ସେ ଆସିର୍ବାଦ୍ କର । ସର୍ଗେ ସାନ୍ତି ଅ, ଆରି ସବୁର୍ଟାନେ ଅନି ବଡ୍ ପର୍ମେସରର୍ ମଇମା ଅ ।”
କାଇକେବଇଲେ, ଆଜିସେ ଦାଉଦ୍ ରାଜାର୍ ଜନମ୍ ନଅରେ ତମର୍ପାଇ ଗଟେକ୍ ଉଦାର୍କାରିଆ ଜନମ୍କଲା ଆଚେ, ସେ କିରିସ୍ଟ ମାପ୍ରୁ ।
ସେଟାର୍ ପାଇ ପିଲାତ୍ ଜିସୁକେ ପାଚାର୍ଲା, “ତୁଇ କାଇ ଜିଉଦି ଲକ୍ମନର୍ ରାଜା କି ?” ଜିସୁ ତାକେ କଇଲା, “ତମେତା କଇଲାସ୍ନି ।”
ଆରି ତାର୍ କୁର୍ସର୍ ଟିପେ ଏଟା ଜିଉଦିମନର୍ ରାଜା, ବଲି ଲେକି ଅଲାଇଦେଲାଇ ।
ତାର୍ ପଚେ ନିତନିଏଲ୍ ଜିସୁକେ କଇଲା, “ଏ ଗୁରୁ, ତମେ ପର୍ମେସରର୍ ପିଲା ଆରି ଇସ୍ରାଏଲର୍ ରାଜା !”
ସେଟାର୍ ପାଇ ସେମନ୍ କଜ୍ରିଡାଲ୍ ଦାରି ଜିସୁକେ ବେଟ୍ଅଇବାର୍ ଗାଲାଇ, ଆରି ଆଉଲିଅଇକରି କଇଲାଇ, “ଅସାନା, ଜେ ମାପ୍ରୁର୍ ନାଉଁଦାରି ଆଇଲାନି ତାର୍ ମଙ୍ଗଲ୍ ଅ, ପର୍ମେସର୍ ତାକେ ଆସିର୍ବାଦ୍ କର । ସେ ଇସ୍ରାଏଲର୍ ରାଜା ଡାକ୍ପୁଟା ପାଅ ।”
ସେବେଲେ ପିଲାତ୍ ତାକେ ପାଚାର୍ଲା, “ଏନ୍ତି ବଇଲେ ତୁଇ କାଇ ଗଟେକ୍ ରାଜା ନଉଁସ୍ କି ?” ଜିସୁ କଇଲା, “ତୁଇସେ ମକେ ରାଜା ବଲି କଇଲୁସ୍ନି । ମୁଇ ସତ୍ ବାଟେ ସାକି ଦେବାକେ ଆକା ଜନମ୍ କରି, ଏ ଦୁନିଆଇ ଆସିଆଚି । ଜନ୍ଲକ୍ମନ୍ ସତ୍ କଜ୍ଲାଇନି, ସେମନ୍ସେ ମର୍ କାତା ସୁନ୍ବାଇ ।”
ଆରି ପିଲାତ୍ ନିଜେ ଗଟେକ୍ ବରଡ୍ ଲେକି କୁର୍ସେ ଅଲାଇବାକେ ଆଦେସ୍ ଦେଲା । ସେ ବରଡ୍ତେଇ ନାଜରିତିୟ ଜିସୁ, ଜିଉଦିମନର୍ ରାଜା ବଲି ଲେକିରଇଲା ।
ତମା ଜିସୁକେ କଇଲା, “ଏ ମର୍ ମାପ୍ରୁ, ଏ ମର୍ ପର୍ମେସର୍ !”
ତେବେ ସବୁ ଲକ୍ମନ୍ ବାବାକେ ଜେନ୍ତି ସନ୍ମାନ୍ ଦେଲାଇନି, ସେନ୍ତିସେ ତାର୍ ପିଲା ମକେ ମିସା ସନ୍ମାନ୍ ଦେବାଇ । ଜଦି ଜନ୍ ଲକ୍ମନ୍ ତାର୍ ପିଲା ମକେ ସନ୍ମାନ୍ ଦେଅତ୍ ନାଇ, ସେମନ୍ ମକେ ପାଟାଇଲା ବାବାକେ ମିସା ସନ୍ମାନ୍ ଦେଅତ୍ ନାଇ ।
ସେବେଲାଇ ସେ କଇଲା, “ମାପ୍ରୁ ମୁଇ ତକେ ବିସ୍ବାସ୍ କଲିନି ।” ଆରି ଜିସୁର୍ ମୁଆଟେ ମାଣ୍ଡିକୁଟା ଦେଇ ଜୁଆର୍ କଲା ।
ମାତର୍ ପର୍ମେସର୍ ଜେଡେବେଲେ ତାର୍ ପଣୁଆ ପଅକେ ଏ ଜଗତେ ପାଟାଇଲା, ସେ ଏନ୍ତାରି କଇରଇଲା, ପର୍ମେସରର୍ ଦୁତ୍ମନ୍ ତାକେ ସେବା କର୍ବାଇ ।
“ମୁଇ ଜିସୁ, ମଣ୍ଡଲିଟାନେ ରଇବା ତମ୍କେ ସବୁ ଲକ୍କେ ଏ ବିସଇ ଜାନାଇବାକେ ମର୍ ଦୁତ୍କେ ପାଟାଇଆଚି । ମୁଇ ଦାଉଦର୍ କୁଟୁମେ ଆଚି । ମୁଇ କୁକ୍ଡା ଡାକ୍ବାବେଲେ ଉଜଲ୍ଦେବା ତାରା ।”