5 ଆରି, ଜେକି ମର୍ ନାଉଁ ଦାରି ଏ ସାନ୍ ପିଲାକେ ନାମ୍ସି, ସେ ମକେ ମିସା ନାମ୍ସି ।”
ଜେ ନିଜ୍କେ ସୁଆଲ୍ କରି ସାନ୍ ପିଲାପାରା ଅଇସି, ସେ ସରଗ୍ ରାଇଜେ ସବୁର୍ଟାନେଅନି ବଡ୍,
“ମର୍ତେଇ ବିସ୍ବାସ୍ କର୍ତେ ରଇବା ଏ ସାନ୍ ପିଲାମନର୍ ବିତ୍ରେଅନି ଗଟେକ୍ ଲକ୍ କେ ଆଲେ ବିସ୍ବାସେ ବାଦା ଗଟାଇସି ବଇଲେ, ତାର୍ ଗାଲାଇ ଜତା ପାକ୍ନା ବାନ୍ଦିକରି ତାକେ ସମ୍ଦୁରେ ବୁଡାଇଦେବାଟା ନିକ ଅଇସି ।
ପଚେ, ମୁଇ ସେମନ୍କେ କଇବି, ମୁଇ ତମ୍କେ ସତ୍କଇଲିନି, ଏ ମର୍ ବାଇମନର୍ ବିତ୍ରେ ସବୁର୍ଟାନେଅନି ଗଟେକ୍ ସାନ୍ ଲକର୍ ପାଇ, ଜାଇଟା ସବୁ କରିଆଚାସ୍, ସେଟା ମର୍ ପାଇ କରିଆଚାସ୍ ।
ସତଇସେ ମୁଇ କଇବି, “ଏ ସାନ୍ ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍କେ ସାଇଜ କର୍ବାକେ ମନାକର୍ବା ବେଲେ, ତମେ ମକେ ସାଇଜ କରାସ୍ ନାଇ ।
ଜେ ମାଙ୍ଗ୍ସି, ତାକେ ଦିଆଅଇସି, ଜେ କଜ୍ସି, ସେ ମିଲାଇସି, ଜେ କାପାଟେ ମାର୍ସି ତାର୍ପାଇ କାପାଟ୍ ଉଗାଡି ଦିଆଅଇସି ।
“କେ କେ ମର୍ ଲାଗି ଏନ୍ତାରି ଗଟେକ୍ ସାନ୍ଟା ପିଲାକେ ନାମ୍ବାଇ, ସେମନ୍ ମକେ ନାମ୍ଲାଇନି, ଆରି କେ କେ ମକେ ନାମ୍ଲାଇନି, ସେମନ୍ ମକେ ନାଇ, ମାତର୍ ମକେ ପାଟାଇରଇବା ମର୍ ବାବାକେ ନାମ୍ଲାଇନି ।”
ଆରି ମୁଇ ତମ୍କେ ସତ୍ କଇଲିନି, କେ ତମ୍କେ ମର୍ନାଉଁ ଦାରି ଗଟେକ୍ ଗିଲାସ୍ ପାନି କାଇବାକେ ଦେଇସିବଇଲେ, ସେଟାର୍ପାଇ ସତ୍ସେ ତାକେ ପୁରୁସ୍କାର୍ ମିଲ୍ସି ।”
“କେ ମିସା ମର୍ ନାଉଁଦାରି ଏ ପିଲାକେ ନାମ୍ସି, ସେ ମକେ ନାମ୍ସି । ଜେ ମକେ ନାମ୍ସି, ସେ ମର୍ ପାଟାଇରଇବା ବାବାକେ ନାମ୍ସି । ସେଟାର୍ପାଇ ତମର୍ ବିତ୍ରେ ଜେ ସବୁର୍ ଟାନେଅନି ସାନ୍, ସେ ପର୍ମେସର୍ ତେଇ ମୁକିଅ ।”
“ତମ୍କେ ସତ୍ କାତା କଇଲିନି, ଜନ୍ ଲକ୍ମନ୍ ମର୍ କବର୍ ନେବା ଲକ୍ମନ୍କେ ନାମ୍ବାଇ, ସେମନ୍ ମକେ ମିସା ନାମ୍ବାଇ, ଆରି ମକେ ପାଟାଇଲା ପର୍ମେସର୍କେ ମିସା ନାମ୍ବାଇ ।”
ମାତର୍ ମର୍ ଗାଗଡ୍ ନିକ ନ ରଇଲାର୍ପାଇ ତମ୍କେ ବେସି ଅସୁବିଦା ଅଇଲା । ଅଇଲେମିସା ତମେ ମକେ ଏଲା କରାସ୍ ନାଇ କି ଚାଡି ଦିଆସ୍ ନାଇ, ମାତର୍ ମକେ ଗଟେକ୍ ସରଗର୍ ଦୁତ୍ପାରା ଡାକି ରଇଲାସ୍ । କିରିସ୍ଟ ଜିସୁକେ ଜେନ୍ତି ତମେ ଡାକ୍ତାସ୍, ସେନ୍ତି ମକେ ମିସା ଡାକ୍ଲାସ୍ ।