11 କାଇକେ ବଇଲେ ବାଟ୍ ବାନା ଅଇଲା ଲକ୍ମନ୍କେ କଜି ରକିଆ କର୍ବାକେ ନର୍ପିଲା ମୁଇ ଆଇଲିଆଚି ।
ମାତର୍ ଆଜିଗାଲା ମେଣ୍ଡାମନର୍ ପାରା ରଇବା ଇସ୍ରାଏଲ୍ମନର୍ ଲଗେ ଜା ।
ଜିସୁ କଇଲା, “ଆଜିରଇବା ମେଣ୍ଡାପାରା ବାଟ୍ ବାନା ଅଇଲା ଇସ୍ରାଏଲ୍ ଲକ୍ମନର୍ ଲଗେସେ ମୁଇ ଆଇଲି ଆଚି ।”
ତମେ କାଇଟା ବାବ୍ଲାସ୍ନି, ଜଦି ଗଟେକ୍ ଲକର୍ ସଏଟା ମେଣ୍ଡା ରଇସି ଆରି ସିତିଅନି ଗଟେକ୍ ଆଜି ଜାଇସି, ତେବେ ସେ କାଇଟା କର୍ସି ? ନବେ ନଅଟା ମେଣ୍ଡାକେ ଡଙ୍ଗରେ ଚାର୍ବାକେ ଚାଡିଦେଇ ସେ ଆଜ୍ଲା ମେଣ୍ଡାକେ କଜ୍ବାର୍ ବାରଇସି ।
ଜିସୁ କଇଲା, “ନିକ ରଇଲା ଲକର୍ ପାଇ ଡାକ୍ଦର୍ ଲଡା ନାଇ । ମାତର୍ ଜର୍ଦୁକାର୍ ଲକ୍ମନର୍ ପାଇ ଡାକ୍ଦର୍ ଲଡା ଆଚେ ।
କାଇକେ ବଇଲେ ମର୍ ପିଲା ମରିଜାଇରଇଲା, ଆରି ଏବେ ଜିବନ୍ ଅଇଲା ଆଚେ । ସେ ଆଜିଜାଇ ରଇଲା ଏବେ ମିଲ୍ଲା ଆଚେ ।” ସେଟାର୍ପାଇ ସେମନ୍ ବଜି କର୍ବାର୍ ବସ୍ଲାଇ ।
ମାତର୍ ତର୍ ବାଇ ମରିଜାଇରଇଲା । ଏବେ ସେ ଜିବନ୍ ଅଇଆଚେ ସେ ଆଜିଜାଇରଇଲା ମାତର୍ ଏବେ ମିଲ୍ଲା ଆଚେ । ସେଟାର୍ପାଇ ଆମେ ସାର୍ଦା କର୍ବାର୍ ରଇଲା ।”
ପର୍ମେସର୍ ଟାନେଅନି ଆସିରଇବା ନର୍ପିଲା ମୁଇ ପାପେ ରଇଲା ଲକ୍ମନ୍କେ ସେମନର୍ ପାପେଅନି ରକିଆ କର୍ବାକେ ଆସିଆଚି ।”
ତାର୍ପଚେ ସେମନ୍ ଆରିଗଟେକ୍ ଗାଏଁ ଉଟିଗାଲାଇ ।
ଚର୍, ଚରାଇବାକେ, ମରାଇବାକେ, ଆରି ନାସ୍ କର୍ବାକେସେ ଆଇସି, ମାତର୍ ମୁଇ ଜେନ୍ତିକି ସେମନ୍କେ ପୁରାପୁରୁନ୍ ଜିବନ୍ ଦେବାକେ ଆଇଲି ଆଚି ।”
ଜେ ମର୍ ବାକିଅ ସୁନି ନ ମାନେ, ମୁଇ ତାର୍ ବିଚାର୍ ନ କରି । କାଇକେବଇଲେ ମୁଇ ଜଗତର୍ ଲକ୍ମନ୍କେ ବିଚାର୍ କର୍ବାର୍ ଆସିନାଇ, ମାତର୍ ସେମନ୍କେ ରକିଆ କର୍ବାର୍ ଆସିଆଚି ।
ପର୍ମେସର୍ ତାର୍ ପିଲାକେ ଏ ଦୁନିଆଇ ବିଚାର୍ କର୍ବାକେ ପାଟାଏନାଇ, ମାତର୍ ତାର୍ ଲାଗି ଦୁନିଆ ରକିଆ ପାଅ ବଲି ପାଟାଇ ଆଚେ ।
ଏଟା କଇବାଟା ପୁରାପୁରୁନ୍ ସତ୍ ଆଚେ । ଆରି ସେଟା ଅଇସି କି ନଏଁ ବଲି ନ ବାବିକରି ନାମ୍ବାର୍ ଆଚେ । ପାପିମନ୍କେ ଉଦାର୍ କର୍ବାକେ କିରିସ୍ଟ ଜିସୁ ଏ ଜଗତେ ଆଇଲା ଆରି ପାପିମନର୍ ବିତ୍ରେଅନି ମୁଇ ବଡ୍ ପାପି ।