1 ସେ ବେଲେ ସିସ୍ମନ୍ ଜିସୁକେ ପାଚାର୍ଲାଇ, “ସରଗ୍ ରାଇଜେ ସବୁର୍ଟାନେଅନି କେ ବଡ୍ ?”
ଜିସୁ ଗଟେକ୍ ସାନ୍ ପିଲାକେ ଡାକି ସେମନର୍ ଲଗେ ଟିଆକରାଇ କଇଲା,
ତମର୍ ବିତ୍ରେ ଜେ ସବୁର୍ ଟାନେଅନି ମୁକିଅ, ସେ ତମର୍ ସେବା କର ।
ସେ ଏନ୍ତି ବଲି କଇତେରଇଲା, “ପାପ୍ଟାନେଅନି ବାଉଡା, କାଇକେବଇଲେ ସରଗ୍ ରାଇଜ୍ ଲଗେ କେଟ୍ଲାନି ।”
ମକେ ମାପ୍ରୁ, ମାପ୍ରୁ ବଲି ଡାକ୍ବା ଲକ୍ମନର୍ତେଇ ଅନି ସବୁ ଲକ୍ ସରଗ୍ ରାଇଜେ କେଟିନାପାରତ୍ । ମାତର୍ ଜନ୍ ଲକ୍ମନ୍ ସରଗର୍ ବାବା ମନ୍ କଲା ଇସାବେ ଚଲାଚଲ୍ତି କର୍ବାଇ, ସେମନ୍ସେ ସରଗ୍ ରାଇଜେ କେଟ୍ବାଇ ।
ତମେ କିରିସ୍ଟର୍ଟାନେ ବାଇବଇନି ଅଇଲାର୍ ପାଇ, ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରି ସନ୍ମାନ୍ କରା ।
ବିନ୍ ଲକ୍ମନର୍ ଟାନେଅନି ନିଜେ ବଡ୍ ଅଇବାକେ ଚେସ୍ଟା କରାନାଇ । ଅବ୍କା ବଡ୍ପନ୍ କାତା କଇବାକେ କାଇ ବିସଇ ମିସା କରାନାଇ । ତାର୍ ବାଦୁଲେ ନିଜ୍କେ ସାନ୍ କରା । ବିନ୍ ଲକର୍ ଟାନେଅନି, ନିଜେ ମୁଇ ବଡ୍ ବଲି ବାବାନାଇ ।