7 ଜିସୁ ସେମନର୍ ଲଗେ ଆସି ସେମନ୍କେ ଚିଇ କରି କଇଲା, “ଉଟା, ଡରା ନାଇ ।”
ସେ ଦାପ୍ରେସେ ଜିସୁ ସେମନ୍କେ ସାଆସ୍ ଦେଇ କଇଲା, “ମୁଇ କାଇକି, ଡରାନାଇ ।”
ସିସ୍ମନ୍ ସେ ସର୍ ସୁନି ଏତେକ୍ ଡରି ଗାଲାଇ ଜେ ସେମନ୍ ଉମ୍ତାଡିଅଇ ଅଦ୍ରିଗାଲାଇ ।
ସେଟାର୍ ପାଇ ସେମନ୍ ଉପ୍ରେ ଦେକ୍ଲାଇଜେ ଜିସୁକେ ଚାଡି ଆରି କେ ଡିସତ୍ ନାଇ ।
ମାଇଜିମନ୍ ସେ ଦୁଇ ଲକ୍କେ ଦେକି ଡରିକରି ଉଁତାଡିଅଇ ଡୁଲିଦେଲାଇ । ସେ ଦୁଇଲକ୍ ସେମନ୍କେ କଇଲାଇ, “ଜିବନ୍ ରଇଲା ଲକ୍କେ କାଇକେ ମଲା ଲକ୍କେ ସଙ୍ଗଇଲାଟାନେ କଜ୍ଲାସ୍ନି ?
ଏବେ ଉଟ୍, ନଅରେ ଜା, କାଇଟା କର୍ବାକେ ଅଇସି, ତେଇ ତକେ ଜାନାଇବି ।”
ତାକେ ଦେକିକରି ମୁଇ ମଲାପାରା ଅଇକରି ତାର୍ ପାଦ୍ତଲେ ଅଦ୍ରି ଗାଲି । ତାର୍ ପଚେ ସେ ମର୍ ଉପ୍ରେ ତାର୍ ଉଜା ଆତ୍ ସଙ୍ଗଇ କରି କଇଲା, ଡର୍ନାଇ, ମୁଇସେ ଆରାମ୍ ମୁଇସେ ସେସ୍ ।