19 ତାର୍ ପଚେ ସିସ୍ମନ୍ ଜିସୁ ଏକ୍ଲା ରଇଲା ବେଲେ ଆସି ତାକେ ପାଚାର୍ଲାଇ, “ଆମେ କାଇକେ ସେ କାରାପ୍ ଆତ୍ମାକେ କେଦି ନାପାର୍ଲୁ ?”
ପିଲା ବିତ୍ରେ ରଇଲା କାରାପ୍ ଆତ୍ମାକେ ଜିସୁ ଦମ୍କାଇଲା । କାରାପ୍ ଆତ୍ମା ଚାଡି ଉଟିଗାଲା ଆରି ସେ ଦାପ୍ରେସେ ପିଲା ନିକ ଅଇଗାଲା ।
ଜିସୁ ସେମନ୍କେ କଇଲା, “ତମର୍ ବିସ୍ବାସ୍ ବେସି ଦୁର୍ବଲ୍ । ମୁଇ ତମ୍କେ ସତ୍ କଇଲିନି, ଜଦି ଗଟେକ୍ ସର୍ସୁ ମୁଞ୍ଜି ଏତ୍କି ତମର୍ ବିସ୍ବାସ୍ ରଇଲେ, ଏ ଡଙ୍ଗର୍, ଇତିଅନି ତେଇ ଗୁଚି ଜିବାକେ କଇଲେ, ସେଟା ଗୁଚି ଜାଇସି । ବିସ୍ବାସର୍ ଲାଗି ତମେ ସବୁ ବିସଇ କରିପାରାସ୍ ।”
ଜିସୁ ଗଟେକ୍ଲକ୍ ରଇଲା ବେଲେ ତାର୍ସଙ୍ଗ୍ ରଇଲା ଲକ୍ମନ୍ ଆରି ବାର୍ଟା ସିସ୍ମନ୍ ତାକେ ପାଚାର୍ଲାଇ, “ତମେ କାଇକେ ଉଦାଅରନ୍ ଦେଇ ସିକାଇଲାସ୍ନି ?”
ଜିସୁ ଆରି ତାର୍ ସିସ୍ମନ୍ ଗଟେକ୍ ଗର୍ ବିତ୍ରେ ଗାଲାପଚେ, ଲକ୍ମନ୍ କେ ନଇଲାବେଲେ ତାକେ ପାଚାର୍ଲାଇ, “ଆମେ କାଇକେ ସେ କାରାପ୍ ଆତ୍ମାକେ କେଦି ନାପାର୍ଲୁ ?”