13 ସେଡ୍କି ବେଲେ ସେମନ୍ ବୁଜି ପାର୍ଲାଇ ଜେ, ଜିସୁ ଡୁବନ୍ ଦେଉ ଜଅନର୍ ବିସଇ କଇଲାନି ବଲି ।
ଜଦି ସେମନର୍ କାତା ତମେ ବିସ୍ବାସ୍ କର୍ସା, ତେବେ ଜଅନ୍ ଅଇଲାନି ସେ ଏଲିୟ, ଜେ କି ପର୍ତୁମ୍ ଆଇବାର୍ ରଇଲା ।
ମାତର୍ ମୁଇ ତମ୍କେ କଇଲିନି, ଏଲିୟ ତା ଆସି ସାର୍ଲା ଆଚେ ଆରି ଲକ୍ମନ୍ ତାକେ ନ ଚିନି ଜନ୍ଟା ମନ୍ କଲା ସେଟା ତାକେ କଲାଇ ଆଚତ୍ । ସେନ୍ତାରିସେ ନର୍ପିଲା ମକେ ମିସା ସେମନ୍ ସେନ୍ତି କାରାପ୍ ଚଲାଚଲ୍ତି କର୍ବାଇ ।”
ଜିସୁ ଆରି ତାର୍ ସିସ୍ମନ୍ ଲକ୍ ଗଉଲି ବିତ୍ରେ ବାଉଡି ଆଇଲା ପଚେ, ଗଟେକ୍ ଲକ୍ ଜିସୁର୍ ଲଗେ ଆସି ମାଣ୍ଡିକୁଟା ଦେଇ କଇଲା,
ସେବେଲେ ଡୁବନ୍ ଦେଉ ଜଅନ୍ ଜିଉଦା ରାଇଜର୍ ମରୁବାଲି ବୁଏଁ ଆସି ଜାନାଇବାର୍ ଦାର୍ଲା ।