11 ଜିସୁ କଇଲା, “ଉଁ ଏଲିୟ ପର୍ତୁମ୍ ଆସିକରି ସବୁ ବିସଇ ତିଆର୍ କରି ରଇବା କାତା ।
ସିସ୍ମନ୍ ତାକେ ପାଚାର୍ଲାଇ “ଆମର୍ ଦରମ୍ ଗୁରୁମନ୍ ଏଲିୟ ପର୍ତୁମ୍ ଆଇସି ବଲି କାଇକେ କଇଲାଇ ଆଚତ୍ ?”
ମାତର୍ ମୁଇ ତମ୍କେ କଇଲିନି, ଏଲିୟ ତା ଆସି ସାର୍ଲା ଆଚେ ଆରି ଲକ୍ମନ୍ ତାକେ ନ ଚିନି ଜନ୍ଟା ମନ୍ କଲା ସେଟା ତାକେ କଲାଇ ଆଚତ୍ । ସେନ୍ତାରିସେ ନର୍ପିଲା ମକେ ମିସା ସେମନ୍ ସେନ୍ତି କାରାପ୍ ଚଲାଚଲ୍ତି କର୍ବାଇ ।”
ଦିନେକ୍ ପେରିତ୍ ସିସ୍ମନ୍ ଗଟେକ୍ତେଇ ରୁଣ୍ଡିରଇଲା ବେଲେ ଜିସୁକେ ପାଚାର୍ଲାଇ, “ମାପ୍ରୁ, ତମେ କାଇ ଏବେ ଇସ୍ରାଏଲର୍ ଲକ୍ମନ୍କେ ତାକର୍ ରାଇଜ୍ ଆରିତରେକ୍ ବାଉଡାଇ ଦେଇସୁ କି ?”
ପର୍ମେସର୍ ସବୁ ବିସଇ ନୁଆ କର୍ବା ବେଲା ଜାକ ସେ ସର୍ଗେ ରଇସି । ଏଟା ପର୍ମେସର୍ ପୁର୍ବେ ରଇଲା ତାର୍ ସୁକଲ୍ ବବିସତ୍ବକ୍ତାମନ୍କେ ସପତ୍ କରିରଇଲା ।