3 ଆରି ସାକାଲ୍ ବେଲାଇ ରଙ୍ଗ୍ ଆରି ଆନ୍ଦାର୍ ଡିସ୍ଲେ ପାନି ମାର୍ସି ବଲି ଜାନାସ୍ । ବାଦଲ୍ ଦେକି ପାଗର୍ କାତା ଆଗ୍ତୁ ଜାନ୍ସା । ମାତର୍ ଆଜିକାଲିର୍ ଡିସ୍ବା ଚିନ୍ ତମେ ବୁଜିନାପାରାସ୍ ।
କାଣାମନ୍ ଦେକିପାର୍ଲାଇନି, ଚଟାମନ୍ ଇଣ୍ଡ୍ଲାଇନି, ବଡ୍ ରଗିମନ୍ ନିମାନ୍ ଅଇଲାଇନି, ବଇରାମନ୍ ସୁନ୍ଲାଇନି, ମଲା ଲକ୍ମନ୍ ଜିବନ୍ ଅଇଲାଇନି ଆରି ଗରିବ୍ ଲକ୍ମନର୍ ଲଗେ ନିମାନ୍ କବର୍ କେଟ୍ଲାନି ।
ଏରେ ଦରମ୍ ଲକ୍ ବଲାଇଅଇବା କୁଟିଆଲ୍ମନ୍, ତମର୍ ବିସଇ ନେଇ ଜିସାଇୟ ବବିସତ୍ବକ୍ତା କଇରଇବାଟା ଟିକ୍ ଆକା ।”
ମାତର୍ ଜିସୁ ସେମନର୍ କୁଟ୍କାତା ଜାନି କରି କଇଲା, “ଏ କୁଟିଆଲ୍ମନ୍, କାଇକେ ମକେ ପାନ୍ଦେ ପାକାଇବାକେ ଚେସ୍ଟା କଲାସ୍ନି ?
“ଅଇରେ ଦରମ୍ ଗୁରୁମନ୍ ଆରି ପାରୁସିମନ୍ ! ସେସ୍ବେଲେ ତମର୍ ଦସା କେତେ ଅଦିକ୍ ଅଇସି ! ଏଇ ଟକାବଣ୍ଡା ଦଲ୍, ସରଗ୍ ରାଇଜେ କେଟ୍ବା ଦୁଆର୍ ତମେ ଡାବିଦେଇଆଚାସ୍ ! ନିଜେ ତେଇ କେଟାସ୍ ନାଇ ଆରି ଜନ୍ଲକ୍ମନ୍ ତେଇ କେଟ୍ବାକେ ମନ୍ କଲାଇନି, ସେମନ୍କେ ବାଟ୍ ଚାଡାସ୍ ନାଇ ।”
ଜିସୁ ଗାଲିଲିର୍ ଗୁଲାଇବାଟେ ବୁଲି ବୁଲି ଜିଉଦିମନର୍ ସବୁ ପାର୍ତନା ଗର୍ମନ୍କେ ସିକିଆ ଦେଇ, ପର୍ମେସରର୍ ରାଇଜର୍ ବିସଇ ଜାନାଇଲା । ଆରି ବିନ୍ ବିନ୍ ରଗେ ରଇବା ଲକ୍ମନ୍କେ ସବୁ ରକାମର୍ ରଗ୍ ଆରି ସବୁ ଦୁକ୍ କସ୍ଟ, ନିମାନ୍ କଲା ।
ଏରେ କୁଟିଆଲ୍ମନ୍ ! ଆଗେ ନିଜର୍ ଆଁକିତେଇ ରଇଲା କାଚ୍ରା ବାର୍କରାଇ ପାକା, ତାର୍ ପଚେ ନିଜର୍ ବାଇର୍ ଆଁକିତେଇ ରଇବା କାଚ୍ରା ବାର୍କରାଇବାକେ ନିମାନ୍ କରି ଦେକି ପାରାସ୍ ।
ଅଇରେ ପାରୁସିମନ୍ ! ତମର୍ ଉପ୍ରେ ଗଟେକ୍ ବଡ୍ ଡଣ୍ଡ୍ ଲାଦିଅଇସିବେ । କାଇକେବଇଲେ, ତମେ ନ ଡିସ୍ବା ସମାଦି ପାରା । ତାର୍ ଉପ୍ରେ ଆସା ଜା କର୍ବା ଲକ୍ମନ୍ ସେଟା ସମାଦି ବଲି ନାଜାନତ୍ ।”
ଏ କୁଟିଆଲ୍ମନ୍, ତମେ ଜଗତର୍ ଆରି ସରଗର୍ କାତା ଜାନି ପାଗ୍ କେନ୍ତି ଅଇସି ବଲି ଆଗ୍ତୁ କଇଲାସ୍ନି, ମାତର୍ ଏବେ କାଇଟା ଗଟ୍ସି, ସେଟା କାଇକେ ନାଜାନ୍ଲାସ୍ନି ?”
ମାତର୍ ଜିସୁ ତାକେ ଆରି ତେଇ ରଇଲା ଲକ୍ମନ୍କେ କଇଲା, “ଏ କୁଟିଆଲ୍ମନ୍ ! ତମେ ତମର୍ ଗରୁମନ୍କେ ମେଲି ପାନି କୁଆଇବାକେ ନିଆସ୍ ନାଇ କି ? ସେଟା ମିସା ଗଟେକ୍ କାମ୍ସେ ।”
ଚାବି ଚାବି କାଇବା କାଦି ବଡ୍ ଲକ୍ମନର୍ପାଇ । ସେମନ୍ ନିକ ଆରି କାରାପ୍ ଚିନ୍ବାକେ, ନିଜ୍କେ ଅବିଆସ୍ କରାଇ ଆଚତ୍ ।