2 ଜିସୁ କଇଲା, “ତମେ ସଞ୍ଜ୍ ବେଲାଇ ବାଦଲ୍ ରଙ୍ଗ୍ ଡିସ୍ଲେ ପାଗ୍ ବଲ୍ ଅଇସି ବଲି କଇସା,
ଆରି ସାକାଲ୍ ବେଲାଇ ରଙ୍ଗ୍ ଆରି ଆନ୍ଦାର୍ ଡିସ୍ଲେ ପାନି ମାର୍ସି ବଲି ଜାନାସ୍ । ବାଦଲ୍ ଦେକି ପାଗର୍ କାତା ଆଗ୍ତୁ ଜାନ୍ସା । ମାତର୍ ଆଜିକାଲିର୍ ଡିସ୍ବା ଚିନ୍ ତମେ ବୁଜିନାପାରାସ୍ ।