30 ବେସି ଲକ୍ମନ୍ ତାର୍ ଲଗେ ରୁଣ୍ଡ୍ଲାଇ । ସେମନର୍ ବିତ୍ରେ ଚଟା, କାଣା, ଆତ୍ଗଡ୍ ସୁକିଗାଲାଟା ଆରି ବେସି ଜରର୍ ଲକ୍ମନ୍କେ ଆନି, ଜିସୁର୍ ପାଦ୍ ତଲେ ଡୁଲାଇଲାଇ । ଆରି ସେ ସେମନ୍କେ ନିକ କଲା ।
ଜଦି ତମର୍ ଆତ୍ ତମ୍କେ ପାପ୍ କରାଇଲାନି ବଇଲେ, ସେ ଆତ୍ କାଟିପାକାଆ । କାଇକେବଇଲେ ଜଡେକ୍ ଆତ୍ ରଇକରି ସବୁଦିନର୍ପାଇ ଜଇଲାଗ୍ବା ନର୍କେ ପେଲାଇଅଇବା ବାଦୁଲେ ଗଟେକ୍ ଆତ୍ ନ ରଇକରି ସର୍ଗେ କେଟ୍ବାଟା ନିକ ଅଇସି ।
ତେବେ ତୁଇ ବଜି କଲେ ଗରିବ୍, କାଣା, ଚଟା ଆରି ଚେରେଙ୍ଗ୍ରଗି ଏନ୍ତାରି ଲକ୍ମନ୍କେ ଡାକି ଦେସ୍ ।
ପିତର୍ କଇଲା, “ଏ ଇସ୍ରାଏଲ୍ ଦେସର୍ ଲକ୍ମନ୍ ତମେ ମୁଇ କଇବା କାତା ସୁନା । ପରମେସର୍ସେ ବାଚି ପାଟାଇଲା ଲକ୍, ନାଜରିତ୍ ଗଡର୍ ଜିସୁ ବଲିକରି ସେ ତମର୍ ଲଗେ ରଇଲା ବେଲେ, ଦେକାଇଦେଲା । ସେଟା କେନ୍ତାର୍ ବଇଲେ, ପରମେସର୍ ତାର୍ତେଇଅନି କାବା ଅଇଜିବା କାମ୍ କଲାଆଚେ । ଏଟା ସତ୍ ବଲି ତମେ ଜାନିଆଚାସ୍ ।