6 ମାତର୍ ଏରଦର୍ ଜନମ୍ ପୁର୍ତି ଦିନେ ଏରଦିଆର୍ ଟକି, ଡାକାଇରଇବା ଲକ୍ମନର୍ ମୁଆଟେ ନାଟ୍ କରିରଇଲା ।
ଆର୍ ଆଗ୍ତୁ ଏରଦ୍ ଜଅନ୍କେ ବାନ୍ଦ୍ବାକେ ଆଦେସ୍ ଦେଇରଇଲା ଆରି ତାକେ ସିକିଲି ସଙ୍ଗ୍ ବାନ୍ଦି, ବନ୍ଦି ଗରେ ସଙ୍ଗଇରଇଲା । ତାର୍ ବାଇ, ପିଲିପର୍ ମାଇଜି ଏରଦିଆର୍ ଲାଗି, ସେ ଏନ୍ତି କରିରଇଲା ।
ଏରଦ୍ ତାର୍ ଉପ୍ରେ ଏତେକ୍ ସାର୍ଦା ଅଇଲାଜେ, ସାର୍ଦା ଅଇ ପର୍ମାନ୍ ନିୟମ୍ କରି କଇଲା “ତୁଇ ଜାଇଟା ମାଙ୍ଗ୍ଲେ, ସେଟା ଦେବି !”
ସେମନ୍ ଜିସୁକେ ପାଚାର୍ଲାଇ, “ଏ ଗୁରୁ, ଜଦି ଗଟେକ୍ ଲକ୍ ପିଲାଟକି ନ ଅଇତେ ମରିଜାଇସି, ତେବେ ମରିଜାଉର୍ ବାଇ ସେ ରାଣ୍ଡି ମାଇଜିକେ ସଙ୍ଗଇସି । ଆରି ତାକର୍ ଟାନେଅନି ଅଇଲା ପିଲାଜିଲା ସେ ମଲା ଲକର୍ପାଇ ଅଇସି ବଲି ମସା ନିୟମ୍ କଲା ଆଚେ ।
ଜିସୁର୍ ନାଉଁ ସବୁବାଟେ ଉଡ୍ରା ଅଇଗାଲାକେ, ଏରଦ୍ ରାଜା ଜିସୁର୍ ବିସଇ ସୁନ୍ଲା, ଆରି ଲକ୍ମନ୍ କଇତେରଇଲାଇ, ଡୁବନ୍ ଦେଉ ଜଅନ୍ ମରିକରି ଉଟି ଆଚେ, ତେବର୍ପାଇ ଏ ସବୁ ନ ଅଇବା କାମର୍ ସକ୍ତି ତାର୍ଟାନେ କାମ୍ କଲାନି ।
ତେବେ ଏରଦ୍ ନିଜର୍ ବାଇ ପିଲିପର୍ ମାଇଜି ଏରଦିଆକେ ବିବା ଅଇ ରଇଲା । ତାକେ ସାର୍ଦା କର୍ବାକେ ନିଜେ ଏରଦ୍ ଲକ୍ମନ୍କେ ପାଟାଇ ଡୁବନ୍ ଦେଉ ଜଅନ୍କେ ଦାରି, ବାନ୍ଦିକରି ବନ୍ଦି କର୍ବାକେ ଆଦେସ୍ ଦେଲା ।
ଏନ୍ତାରି କଇଲାକେ ଏରଦିଆ ଜଅନ୍କେ ରିସା ଅଇ ତାକେ ମରାଇବାକେ ମନ୍ କର୍ତେରଇଲା, ମାତର୍ ନାପାର୍ତେ ରଇଲା ।
ଜିସୁ ସେମନ୍କେ ଜାଗ୍ରତ୍ କରାଇ କଇଲା, “ପାରୁସିମନର୍ ଆରି ଏରଦର୍କମିର୍ ଅନି ତରିକ୍ନା ଅଇ ରୁଆ ।”
ସେଡ୍କିବେଲେ କେତେଟା ପାରୁସି ଲକ୍ମନ୍ ଜିସୁର୍ ଲଗେ ଆସି କଇଲାଇ, “ତମେ ଏ ଜାଗା ଚାଡି ଉଟି ଜା, କାଇକେ ବଇଲେ ଏରଦ୍ ତମ୍କେ ମରାଇବାକେ ମନ୍ କଲାନି ।”
ଏରଦ୍ ଆରି ତାର୍ ସନିଅମନ୍ ଜିସୁକେ କିଜାଇଲାଇ ଆରି ନିନ୍ଦା କଲାଇ । ଜିସୁକେ ରାଜାମନ୍ ପିନ୍ଦ୍ବା ନିମାନ୍ ପଚିଆ ପିନ୍ଦାଇ ପିଲାତ୍ଟାନେ ପାଟାଇ ଦେଲାଇ ।
ପିଲାତ୍ ଜିସୁକେ ଗାଲିଲି ଦେସର୍ ଲକ୍ ବଲି ଜାନି, ତାକେ ଗାଲିଲି ଦେସ୍ ସାସନ୍ କର୍ବା ଏରଦର୍ଲଗେ ପାଟାଇ ଦେଲା । କାଇକେ ବଇଲେ, ସେ ବେଲେ ଏରଦ୍ ମିସା ଜିରୁସାଲମେ ରଇଲା ।
ବଡ୍ ସାସନ୍କାରିଆ ତିବିରିଆ କାଇସର୍ ସାସନ୍ କର୍ବା ପନ୍ଦ୍ର ବରସ୍ ଅଇଲାବେଲେ, ପାନ୍ତିୟ ପିଲାତ୍ ଜିଉଦା ରାଇଜ୍ ସାସନ୍ କର୍ତେରଇଲା । ଆରି ଏରଦ୍ ଗାଲିଲିର୍ ସାସନ୍କାରିଆ ରଇଲା । ଏରଦର୍ ବାଇ ପିଲିପ୍ ଇତୁରିଆ ଆରି ତାକ୍ନିତ୍ ରାଇଜର୍ ସାମନ୍ତ୍ ରାଜା ରଇଲା । ଲୁସାନିଆ ନାଉଁର୍ ଗଟେକ୍ ଲକ୍ ଅବିଲିନି ରାଇଜର୍ ସାମନ୍ତ୍ ରାଜା ରଇଲା ।
ମାତର୍ ସାମନ୍ତ ରାଜା ଏରଦ୍ ନିଜର୍ ବାଇର୍ ମାଇଜି ଏରଦିଆକେ ସଙ୍ଗଇଲାକେ ତାର୍ କରିରଇବା ବିନ୍ ବିନ୍ ପାପ୍କାମର୍ ବିସଇ ଜାନି ଜଅନ୍ ତାକେ ଦମ୍କାଇତେରଇଲା ।
ଏରଦ୍ ରାଜାର୍ ଗୁମସ୍ତା କୁଜାର୍ ମାଇଜି ଜଆନା, ସସନା, ଆରି କେତେକ୍ କେତେକ୍ ମାଇଜିମନ୍, ଜିସୁର୍ ସଙ୍ଗ୍ ରଇ ନିଜର୍ ନିଜର୍ ଦନ୍ ସାରାଇ ତାକେ ସେବା କର୍ତେରଇଲାଇ ।
ଏ ବେଲାଇ, ଏରଦ୍ ରାଜା ଜିରୁସାଲେମ୍ ମଣ୍ଡଲିର୍ କେତେକ୍ ବିସ୍ବାସିମନ୍କେ ତାଡ୍ନା ଦେବାର୍ ଦାର୍ଲା ।
କାଇକେବଇଲେ ଏ ନଅରେ ଏରଦ୍ ଆରି ପନ୍ତିୟ ପିଲାତ୍ ଇସ୍ରାଏଲିୟମନର୍ ସଙ୍ଗ୍ ଆରି ଜିଉଦି ନ ଅଇରଇବା ଲକର୍ସଙ୍ଗ୍ ମିସି ଜିସୁର୍ ବିରଦେ ଜଜ୍ନା କଲାଇ । ସେ ସେ ତମର୍ ସୁକଲ୍ ଦାଙ୍ଗ୍ଡା ଆରି ତମେ ବାଚ୍ଲା ମସିଅ ।