4 ଜଅନ୍ ତାକେ କଇରଇଲା “ତମର୍ ବଉ ଏରଦିଆକେ ବିବା ଅଇବାଟା ତମର୍ ଟିକ୍ ଅଏନାଇ ।”
କାଇକେବଇଲେ ଜଅନ୍ ଏରଦ୍କେ ତର୍କେତର୍ କଇତେରଇଲା “ମସାର୍ ନିୟମ୍ ଇସାବେ ନିଜର୍ ବାଇର୍ ମାଇଜିକେ ସଙ୍ଗଇବାର୍ ତର୍ ବିଦି ନାଇ ।”