12 ତାର୍ପଚେ ଜଅନର୍ ସିସ୍ମନ୍ ଆସି ମଲା ଗାଗଡ୍ ନେଇ ତପ୍ବାକେ ଦାରିଗାଲାଇ । ସେମନ୍ ଜାଇକରି ଜିସୁକେ ଏ ବିସଇ ଜାନାଇଲାଇ ।
ଗଟେକ୍ ତାଲାଟାନେ ମୁଣ୍ଡ୍ ସଙ୍ଗଇ ଟକିକେ ଦେଲାଇ । ସେ ସେଟା ନେଇକରି ତାର୍ ମାକେ ଦେଲା ।
ଜିସୁ ଜଅନର୍ କବର୍ ସୁନ୍ଲା ଦାପ୍ରେ ଡଙ୍ଗାଇ ଚଗ୍ଲା ଆରି ଗଟେକ୍ କିନରା ଜାଗାଇ ଗାଲା । ତେଇ ସେ ଜିବାଟା ଜାନିକରି ଲଗର୍ ପାକର୍ ସଅରେ ଅନି କେତେକ୍ କେତେକ୍ ଲକ୍ମନ୍ ଗାଡ୍ କଣ୍ଡିକଣ୍ଡି ଇଣ୍ଡି ଜିସୁର୍ ପଚେ ପଚେ ଗାଲାଇ ।
ଜଅନର୍ ସିସ୍ମନ୍ ତେଇର୍ କବର୍ ସୁନି ଆଇଲାଇ, ଆରି ମଲା ମଡ୍କେ ନେଇ ମସ୍ନେ ତପ୍ଲାଇ ।
ପର୍ମେସର୍କେ ନାମ୍ବା କେତେକ୍ ଲକ୍ ଆକ୍ମାରି କାନ୍ଦିକରି ତିପାନର୍ ମଲା ଗାଗଡ୍ ନେଇ ସମାଦି କଲାଇ ।