11 ଗଟେକ୍ ତାଲାଟାନେ ମୁଣ୍ଡ୍ ସଙ୍ଗଇ ଟକିକେ ଦେଲାଇ । ସେ ସେଟା ନେଇକରି ତାର୍ ମାକେ ଦେଲା ।
ସେଟାର୍ପାଇ ବନ୍ଦି ଗରେ ଜଅନର୍ ମୁଣ୍ଡ୍ କାଟା ଅଇଲା ।
ତାର୍ପଚେ ଜଅନର୍ ସିସ୍ମନ୍ ଆସି ମଲା ଗାଗଡ୍ ନେଇ ତପ୍ବାକେ ଦାରିଗାଲାଇ । ସେମନ୍ ଜାଇକରି ଜିସୁକେ ଏ ବିସଇ ଜାନାଇଲାଇ ।
ତାର୍ ଆୟାର୍ କାତା ଦାରି ଟକି କଇଲା “ମକେ ଏବେଆକା ଡୁବନ୍ ଦେଉ ଜଅନର୍ ମୁଣ୍ଡ୍ ଗଟେକ୍ ତାଲାଇ ସଙ୍ଗଇ କରି ଦିଆ ।”
ପର୍ମେସର୍ ଲକ୍ମନର୍ ଆରି ବବିସତ୍ବକ୍ତାମନର୍ ବନି ଡାଲିଦେଲାଇ । ତେବର୍ପାଇ ତମେ ସେମନ୍କେ କାଇବାକେ ବନି ଦେଇଆଚାସ୍ । ସେମନ୍ କରିରଇବା କାମର୍ ପଲ୍ ସେମନ୍ ଆକା ପାଇଲାଇ ଆଚତ୍ ।”
ଆରି ସେ ମାଇଜି ପର୍ମେସରର୍ ଲକ୍ମନର୍ ବନି କାଇ ମାତିରଇବାଟା ମୁଇ ଦେକ୍ଲି । ଜିସୁକେ ବିସ୍ବାସ୍ କରି ସାଦ୍ବାନ୍ଦ୍ ଅଇ ମରିଜାଇରଇବା ଲକ୍ମନର୍ ବନି କାଇକରି ମିସା ସେ ମାତିରଇଲା । ମୁଇ ତାକେ ଦେକିକରି କାବା ଅଇଗାଲି ।