1 ସେବେଲେ ଗାଲିଲି ଦେସର୍ ସାସନ୍ କାରିଆ ଏରଦ୍, ଜିସୁର୍ ବିସଇ ସୁନ୍ଲା ।
କାଇକେବଇଲେ ସେମନ୍ ଜିସୁକେ ବିସ୍ବାସ୍ କରତ୍ ନାଇଜେ ସେ ତେଇ ଆରି ଅଦିକ୍ କାବା ଅଇଜିବା କାମ୍ମନ୍ କରେ ନାଇ ।
ଏ ଗଟ୍ନାର୍ କବର୍ ସେ ଜାଗାର୍ ଗୁଲାଇ ବାଟର୍ ଲକ୍ ସୁନ୍ଲାଇ ।
ମାତର୍ ସେମନ୍ ବାରଇ ଜାଇ ଜିସୁର୍ ଏ କରିରଇବାଟା ଗୁଲାଇ ଦେସେ ଜାନାଇଲାଇ ।
ଜିସୁ ସେମନ୍କେ ଜାଗ୍ରତ୍ କରାଇ କଇଲା, “ପାରୁସିମନର୍ ଆରି ଏରଦର୍କମିର୍ ଅନି ତରିକ୍ନା ଅଇ ରୁଆ ।”
ଏରଦ୍ ମିସା ତାର୍ଟାନେ କାଇ ବୁଲ୍କଲାଟା ନ ଦେକି ଆମ୍କେ ବାଉଡାଇଦେଲା ଆଚେ । ଏ ଲକ୍ ମରନ୍ ଡଣ୍ଡ୍ ପାଇବାପାରା ବୁଲ୍ କାମ୍ କରେ ନାଇ ।
ବଡ୍ ସାସନ୍କାରିଆ ତିବିରିଆ କାଇସର୍ ସାସନ୍ କର୍ବା ପନ୍ଦ୍ର ବରସ୍ ଅଇଲାବେଲେ, ପାନ୍ତିୟ ପିଲାତ୍ ଜିଉଦା ରାଇଜ୍ ସାସନ୍ କର୍ତେରଇଲା । ଆରି ଏରଦ୍ ଗାଲିଲିର୍ ସାସନ୍କାରିଆ ରଇଲା । ଏରଦର୍ ବାଇ ପିଲିପ୍ ଇତୁରିଆ ଆରି ତାକ୍ନିତ୍ ରାଇଜର୍ ସାମନ୍ତ୍ ରାଜା ରଇଲା । ଲୁସାନିଆ ନାଉଁର୍ ଗଟେକ୍ ଲକ୍ ଅବିଲିନି ରାଇଜର୍ ସାମନ୍ତ୍ ରାଜା ରଇଲା ।
ମାତର୍ ସାମନ୍ତ ରାଜା ଏରଦ୍ ନିଜର୍ ବାଇର୍ ମାଇଜି ଏରଦିଆକେ ସଙ୍ଗଇଲାକେ ତାର୍ କରିରଇବା ବିନ୍ ବିନ୍ ପାପ୍କାମର୍ ବିସଇ ଜାନି ଜଅନ୍ ତାକେ ଦମ୍କାଇତେରଇଲା ।
ଏରଦ୍ ରାଜାର୍ ଗୁମସ୍ତା କୁଜାର୍ ମାଇଜି ଜଆନା, ସସନା, ଆରି କେତେକ୍ କେତେକ୍ ମାଇଜିମନ୍, ଜିସୁର୍ ସଙ୍ଗ୍ ରଇ ନିଜର୍ ନିଜର୍ ଦନ୍ ସାରାଇ ତାକେ ସେବା କର୍ତେରଇଲାଇ ।
ଏ ବେଲାଇ, ଏରଦ୍ ରାଜା ଜିରୁସାଲେମ୍ ମଣ୍ଡଲିର୍ କେତେକ୍ ବିସ୍ବାସିମନ୍କେ ତାଡ୍ନା ଦେବାର୍ ଦାର୍ଲା ।
ଆନ୍ଟିଅକି ମଣ୍ଡଲିତେଇ କେତେଟା ବବିସତ୍ବକ୍ତା ଆରି ସିକିଆ ଦେବା ଗୁରୁ ରଇଲାଇ । ସେମନର୍ ବିତ୍ରେ ରଇଲାଇ ବର୍ନବା, ସିମନ୍ ଜାକେ କି ନିଗର୍ ଡାକ୍ତେରଇଲାଇ, ଲୁସିଅସ୍, ଜେ କି କୁରିନିୟ ଅନି ଆସିରଇଲା, ମନଏଁମ୍ ଜେ କି ଏରଦର୍ ଗରେ ବଡି ରଇଲା ଆରି ସାଉଲ୍ ।
କାଇକେବଇଲେ ଏ ନଅରେ ଏରଦ୍ ଆରି ପନ୍ତିୟ ପିଲାତ୍ ଇସ୍ରାଏଲିୟମନର୍ ସଙ୍ଗ୍ ଆରି ଜିଉଦି ନ ଅଇରଇବା ଲକର୍ସଙ୍ଗ୍ ମିସି ଜିସୁର୍ ବିରଦେ ଜଜ୍ନା କଲାଇ । ସେ ସେ ତମର୍ ସୁକଲ୍ ଦାଙ୍ଗ୍ଡା ଆରି ତମେ ବାଚ୍ଲା ମସିଅ ।