34 ଜିସୁ ଏନ୍ତାରି ଉଦାଅରଣ୍ ଦେଇ ସିକାଇତେ ରଇଲା । ଉଦାଅରଣ୍ ନ ଦେଇ ସେ କାଇଟା ମିସା ନ ସିକାଇତେ ରଇଲା ।
ସେମନ୍କେ ମୁଇ କାତାନି ଇସାବେ ସିକାଇଲିନି । କାଇକେବଇଲେ ସେମନ୍ ଦେକି ଦେକି ରଇବାଇ, ମାତର୍ ନ ଦେକ୍ଲା ପାରା । ସୁନ୍ତେ ରଇବାଇ, ମାତର୍ ନ ସୁନ୍ଲା ପାରା ଆରି ନ ବୁଜତ୍ ।
ଆରି ସେ କେତେକ୍ କେତେକ୍ ବିସଇ, ଉଦାଅରଣ୍ ଦେଇ, ସିକାଇତେ ରଇଲା । ସେ କଇଲା, “ଗଟେକ୍ ଚାସି ତରେକ୍ ବିଅନ୍ ବୁନ୍ବାର୍ ବାରଇଲା ।
ଜିସୁ ସେମନ୍କେ ଏନ୍ତି ଉଦାଅରଣ୍ ଦେଇ କଇଲା, ମାତର୍ ସେମନ୍ ତାର୍ ଅରତ୍ କାଇଟା ବଲି ବୁଜି ନାପାର୍ଲାଇ ।
“ମୁଇ ତମ୍କେ କାତା ମଲ୍କାଇ କରି ଏ ସବୁ କଇଲିନି, ଏନ୍ତି ବେଲା ଆଇସି, ତମ୍କେ ଆରି ମୁଇ କାତା ନ ମଲ୍କାଇ, ସଲ୍କେ ବାବାର୍ ବିସଇ କଇଦେବି ।
ଜିସୁର୍ ସିସ୍ମନ୍ କଇଲାଇ, “ଏବେ ତମେ ଆମ୍କେ କାତା ମଲ୍କାଇ ନ କଇକରି ସଲ୍କେସେ କଇଲାସ୍ନି ।