31 ଜିସୁ ଆରି ଗଟେକ୍ ବିସଇ କଇଲା, “ସରଗ୍ ରାଇଜ୍ ଏନ୍ତାରି ଗଟେକ୍ ଲକ୍ ତାର୍ ଜମିଟାନେ ସର୍ସୁ ମୁଞ୍ଜି ତପିଦେଲା ।
ଜିସୁ ତାର୍ ସିସ୍ମନ୍କେ ଆରି ଗଟେକ୍ ବିସଇ କାତାନି ଇସାବେ କଇଲା, ସରଗ୍ ରାଇଜ୍ ଏନ୍ତାରି ଗଟେକ୍ ଲକର୍ ପାରା । ସେ ଲକ୍ ତାର୍ ଜମିଟାନେ ନିକ ବିଅନ୍ ବୁନ୍ଲା ।
ଜିସୁ ସେମନ୍କେ କଇଲା, “ତମର୍ ବିସ୍ବାସ୍ ବେସି ଦୁର୍ବଲ୍ । ମୁଇ ତମ୍କେ ସତ୍ କଇଲିନି, ଜଦି ଗଟେକ୍ ସର୍ସୁ ମୁଞ୍ଜି ଏତ୍କି ତମର୍ ବିସ୍ବାସ୍ ରଇଲେ, ଏ ଡଙ୍ଗର୍, ଇତିଅନି ତେଇ ଗୁଚି ଜିବାକେ କଇଲେ, ସେଟା ଗୁଚି ଜାଇସି । ବିସ୍ବାସର୍ ଲାଗି ତମେ ସବୁ ବିସଇ କରିପାରାସ୍ ।”
ଜିସୁ ସେମନ୍କେ କଇଲା, “ଗଟେକ୍ ସର୍ସୁ ମୁଞ୍ଜି ପାରା ତମର୍ ବିସ୍ବାସ୍ ରଇସି ବଇଲେ ତମେ ବଡ୍ ଗଚ୍କେ ଜିକିଅଇ ସମ୍ଦୁରେ ଜାଇ ରପିଅ ବଲି କଇଲେ ସେ ଗଚ୍ ତମର୍ କାତା ମାନ୍ସି ।”
ସେମନ୍ ଜିରୁସାଲାମ୍ ଲଗେ ଆଇଲା ବେଲାଇ ଜିସୁର୍ ସଙ୍ଗ୍ ଜିବା ଲକ୍ମନ୍ ତାର୍ କଇବା ସବୁ କାତା ସୁନ୍ତେ ରଇଲାଇ । କାଇକେବଇଲେ ତାର୍ କାତା ସୁନ୍ଲା ଲକ୍ମନ୍ ପର୍ମେସରର୍ ରାଇଜର୍ ସାସନ୍ ଦାପ୍ରେ ଅଇସି ବଲି ବାବ୍ତେ ରଇଲାଇ ।
ତାର୍ ପଚେ ଜିସୁ ଲକ୍ମନ୍କେ ବୁଜାଇବାକେ ଗଟେକ୍ କାତାନି କଇଲା । “ଗଟେକ୍ ଲକ୍ ତାର୍ ପଦାଇ ଅଙ୍ଗୁର୍ ତାସ୍ କରି, କେତେଟା ତାସିକେ ଆଦିବାଗ୍ କର୍ବାକେ ଦେଲା । ଦେଇକରି ସେ ବେସି ଦିନର୍ ପାଇ ଗଟେକ୍ ଦୁର୍ ଦେସେ ରଇବାକେ ଉଟିଗାଲା ।