ମାତିଉ 13:3 - ସତିଅର୍ ବାଟ୍ ନୁଆ ନିୟମ୍ 20203 ଆରି ସେ କେତେକ୍ କେତେକ୍ ବିସଇ, ଉଦାଅରଣ୍ ଦେଇ, ସିକାଇତେ ରଇଲା । ସେ କଇଲା, “ଗଟେକ୍ ଚାସି ତରେକ୍ ବିଅନ୍ ବୁନ୍ବାର୍ ବାରଇଲା । အခန်းကိုကြည့်ပါ။ |
ତାର୍ପଚେ ଜିସୁ ଲକ୍ମନ୍କେ ବୁଜାଇବାକେ କେତେଟା କାତାନି କଇବାର୍ ଦାର୍ଲା । ପର୍ତୁମ୍ କାତାନି ଅଇଲାନି, ଗଟେକ୍ ଲକ୍ ଗଟେକ୍ ଅଙ୍ଗୁର୍ବାଡ୍ ତିଆର୍କରି, ତାର୍ ଚାରିବେଡ୍ତି ବାଡ୍ ବୁନ୍ଲା, ଆରି ଅଙ୍ଗୁର୍ ପିଲ୍ବାକେ ଗଟେକ୍ କୁଣ୍ଡ୍ ତିଆର୍କଲା । ବାଡ୍ ଜାଗ୍ବାକେ ଗଟେକ୍ ଚାଙ୍ଗ୍ ତିଆର୍କଲା । ଚାସ୍ କର୍ବା ଲକ୍ମନ୍କେ ବାଡ୍ ଆଦିବାଗ୍ କର୍ବାକେ ଦେଇକରି, ସେ ଗଟେକ୍ ବିନ୍ ଦେସେ ଉଟିଗାଲା ।