2 ଲକ୍ମନ୍ ତାର୍ ଚାରିବେଡ୍ତି ଜବର୍ ଅଇ ରୁଣ୍ଡିରଇଲାଇଜେ ସେ ଗଟେକ୍ ଡଙ୍ଗାଇ ଜାଇ ବସ୍ଲା । ଲକ୍ମନ୍ ଟିଆ ଅଇ ତାର୍ କାତା ସୁନ୍ବାର୍ ଦାର୍ଲାଇ ।
ବେସି ଲକ୍ମନ୍ ତାର୍ ଲଗେ ରୁଣ୍ଡ୍ଲାଇ । ସେମନର୍ ବିତ୍ରେ ଚଟା, କାଣା, ଆତ୍ଗଡ୍ ସୁକିଗାଲାଟା ଆରି ବେସି ଜରର୍ ଲକ୍ମନ୍କେ ଆନି, ଜିସୁର୍ ପାଦ୍ ତଲେ ଡୁଲାଇଲାଇ । ଆରି ସେ ସେମନ୍କେ ନିକ କଲା ।
ଆନି ରଇବା ସବୁ ଲକ୍ମନ୍କେ ଜିସୁ ନିକ କଲା । ଗାଲିଲି ଅନି ଆରି ଦସ୍ଟା ସଅରେଅନି, ଆରି ଜିରୁସାଲାମ୍, ଜିଉଦା ଆରି ଜର୍ଦନ୍ ସେବାଟେ ରଇଲା ଜାଗାମନର୍ତେଇଅନି ବେସି ଲକ୍ମନ୍ ଜିସୁର୍ ସଙ୍ଗ୍ ଗାଲାଇ ।
ଜିସୁ ଆରିତରେକ୍ ଗାଲିଲି ସମ୍ଦୁର୍ କଣ୍ଡିଟାନେ ସିକିଆ ଦେବାର୍ ଦାର୍ଲା, ଆରି ଏତେକ୍ ମାଣ୍ଡ୍ ଲକ୍ମନ୍ ତାର୍ ଲଗେ ଟୁଲ୍ଅଇଲାଇଜେ, ସେ ସମ୍ଦୁରେ ରଇବା ଗଟେକ୍ ଡଙ୍ଗାଇ ଜାଇ ବସ୍ଲା, ଆରି ଗୁଲାଇ ଲକ୍ମନ୍ ସମ୍ଦୁର୍ ପାଲିକେ ରଇଲାଇ ।
ସେ ଡଙ୍ଗାମନର୍ ବିତ୍ରେଅନି ଜନ୍ଟା କେଉଟ୍ ସିମନର୍ଟା ରଇଲା, ଜିସୁ ତେଇ ଚଗିକରି “କଣ୍ଡିତେଇଅନି କଣ୍ଡେକ୍ ଦୁର୍ ପାନିତେଇ ଚାଲାଇନେ ।” ବଲି ସିମନ୍କେ କଇଲା, ଆରି ଡଙ୍ଗାଇ ବସିକରି ସିକିଆ ଦେବାର୍ ଦାର୍ଲା ।