14 ଜିସାୟ ବବିସତ୍ବକ୍ତା କଇରଇବା ବାକିଅ ପୁରାପୁରୁନ୍ ଅଇଲା । ଏ ଲକ୍ମନ୍ ସୁନି ସୁନି ମିସା କାଇଟା ନ ବୁଜତ୍ ଦେକ୍ତେରଇବାଇ, ମାତର୍ ନ ଦେକ୍ଲା ପାରା ।
ଜେନ୍ତାର୍କି “ମୁଇ କର୍ବା କାମ୍ମନ୍ ଦେକ୍ତେ ରଇଲେ ମିସା ବୁଜି ନାପାରତ୍, ଆରି କଇଲାଟାମନ୍ ସୁନି ସୁନି ମିସା ନ ବୁଜତ୍, ବୁଜ୍ତାଇଆଲେ ସେମନ୍ ପର୍ମେସରର୍ ଲଗେ ବାଅଡ୍ତାଇ ଆରି ପାପ୍ କେମା ପାଇତାଇ ।”
ତେଇ ଜିସୁ ସେମନ୍କେ କଇଲା, “ପର୍ମେସରର୍ ରାଇଜର୍ ଟିକିନିକି ବିସଇ ଜାନତ୍ ବଲି ତମ୍କେ ଗିଆନ୍ ଦିଆଅଇଲାଆଚେ, ମାତର୍ ବିନ୍ଲକ୍ମନ୍କେ ଉଦାଅରନ୍ ଦେଇ କଇଅଇସି, ଜେନ୍ତାରିକି ସେମନ୍ ଦେକି ଦେକି ନ ଦେକତ୍ କି ସୁନି ସୁନି ମିସା ନ ବୁଜତ୍ ।”
ମାତର୍ ସୁବ୍କବର୍ ଜାନାଇବାଟାନେ ସବୁ ଲକ୍ ମାନତ୍ ନାଇ । ସେଟାର୍ ପାଇ ଜିସାଇୟ ଲେକ୍ଲା ଆଚେ, “ଏ ମାପ୍ରୁ, ଆମେ କଇଲା କାତା ସୁନିକରି କେ ବିସ୍ବାସ୍ କରତ୍ନାଇ ।”
ସେବେଲେ ଇସ୍ରାଏଲର୍ ଲକ୍ମନ୍ ନ ବୁଜ୍ତେରଇଲାଇ, ତାକର୍ ମନ୍ ଡାବ୍ଲା ପାରା ଅଇରଇଲା । ଆରି ସେମନ୍ ପୁର୍ନା ରାଜିନାମାର୍ ବଇମନ୍ ପଡ୍ଲାଇନି ଜେ ଏବ୍କେ ଜାକ ବୁଜତ୍ ନାଇ । ଜେଡେବେଲେ ଜାକ ସେମନ୍ କିରିସ୍ଟର୍ତେଇ ନ ମିସି ରଅତ୍, ସେ ବେଲା ଜାକ ତାକର୍ ମନର୍ ଡାବ୍ନା ନ ବେଟି ଅଏ ।